Below header

ସେୟାର ବଜାର ଗରମ

ମୁମ୍ବାଇ : ସେନସେକ୍ସ ଓ ନିଫଟି ଉଭୟଙ୍କ ମୂଲ୍ୟାଙ୍କ ବଢ଼ିବାରେ ଲାଗିଛି । ଶନିବାର ଓ ରବିବାର ଦୁଇ ଦିନର ଛୁଟି ପରେ ଆଜି ସେୟାର ବଜାର ପୂରା ଗରମ । ସେନସେକ୍ସ ୪୪୨ ପଏଣ୍ଟ ବଢ଼ି ୩୮,୬୯୪ରେ ପହଞ୍ଚିଛି । ସେହିପରି ନିଫଟି ୧୪୧ ପଏଣ୍ଟ ବଢ଼ି ପହଞ୍ଚିଛି ୧୧,୬୯୮ରେ । ଉଭୟ ସେନସେକ୍ସ ଓ ନିଫଟି ରେକର୍ଡ଼ ସ୍ତରରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.