ଦେବାକୁ ପଡିବନି କୌଣସି ପରୀକ୍ଷା, ମିଳିବ SBI ରେ ଚାକିରି

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସ ପଦବୀ। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ଏସବିଆଇ ସ୍ପେଶାଲିଷ୍ଟ ଅଫିସର ଭର୍ତ୍ତି ୬୦୦ରୁ ଅଧିକ ପଦବୀରେ ହେବ। ଏସିବିଆଇ ସ୍ପେଶାଲିଷ୍ଟ ଭର୍ତ୍ତି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ : ୬୦୦

ସ୍ପେଶାଲିଷ୍ଟ ଅଫିସର
ଆସିଷ୍ଟାଣ୍ଟ ମ୍ୟାନେଜର
ଡେପୁଟି ମ୍ୟାନେଜର
ସିନିଅର ସ୍ପେଶାଲ ଏକ୍ଜ୍ୟୁଟିଭ
ମ୍ୟାନେଜର
ସେଣ୍ଟ୍ରାଲ ଅପରେସନ ଟିମ୍‌
ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର
ରିଲେସନସିପ ମ୍ୟାନେଜର
ଇନଭେଷ୍ଟମେଣ୍ଟ ଅଫିସର
ସିନିଅର ରିଲେସନସିପ ମ୍ୟାନେଜର
ରିଲେସନସିପ ମ୍ୟାନେଜର
ରିଜିଅନାଲ ହେଡ
କଷ୍ଟମ ରିଲେସନ ଏକ୍ଜ୍ୟୁକିଟିଭ ମ୍ୟାନେଜର
ସିଷ୍ଟମ ଅଫିସର

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଶେଷ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ରହିବ। ତେବେ ଅକ୍ଟୋବର ୮ ତାରିଖରେ ବ୍ୟାଙ୍କ ପକ୍ଷରୁ ଅନଲାଇନ ପରୀକ୍ଷା ଆୟୋଜିତ କରାଯିବ। ଏଥିପାଇଁ ଆଡମିଟ୍‌ କାର୍ଡ ଅକ୍ଟୋବର ୧ ତାରିଖରୁ ଉପଲବ୍ଧ ହେବ। ତେବେ ଡାଟା ସାଇଣ୍ଟିଷ୍ଟ, ଏସସିଓ ୱେଥ ପାଇଁ କୌଣସି ପରୀକ୍ଷା ହେବ ନାହିଁ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ବିଜ୍ଞାନ/ ମେସିନ ଲର୍ଣ୍ଣିଂରେ ୬୦ ପ୍ରତିଶମ ମାର୍କ ଏବଂ ସିଷ୍ଟମ ଅଫିସର ପାଇଁ ବିଟେକ ଏବଂ ଏମ ଟେକ ସହିତ କମ୍ପ୍ୟୁଟର ସାଇନ୍ସ/ଆଇଟି/ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଂଜିନିୟରି/ ମେସିନ ଲର୍ଣ୍ଣିରେ ୬୦ ପ୍ରତିଶତ ମାର୍କ ରଖିବା ଜରୁରୀ।

ମାସିକ ଦରମା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଦରମା ଧାର୍ଯ୍ୟ କରାଯାଇଛି।

ଆବେଦନ ଶୁଳ୍କ : ଆବେଦନକାରୀ ୭୫୦ ଟଙ୍କା ଆବେଦନ ଶୁକ୍ଳ ଦେବାକୁ ହେବ। ତେବେ ଅନୁସୂଚିତ ଜାତି/ଜନଜାତି/ପିଡବ୍ଲ୍ୟୁଡି ପ୍ରାର୍ଥୀ ନିଶୁକ୍ଲ ଆବେଦନ କରିପାରିବେ।

କେମିତି କରିବେ ଚୟନ :

ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ୍‌ sbi.co.in କୁ ଯାଆନ୍ତୁ।

ପ୍ରାର୍ଥୀଙ୍କ ପାଖରେ ନିଜର ପାସଫଟୋ ଥିବା ଜରୁରୀ।

ପ୍ରଥମେ ନିଜକୁ ରେଜିଷ୍ଟ୍ରର କରିବା ପରେ ଫର୍ମ ପୂରଣ କରିବାକୁ ହେବ।

ପ୍ରାର୍ଥୀଙ୍କ ପାଖରେ ଉଚିତ ଇମେଲ ଆଇଡି ଥିବା ଜରୁରୀ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://sbi.co.in/documents/77530/25386736/300822-FINAL+ADVERTISEMENT.pdf/3b5696ea-a2d0-cb0a-0b90-b14b45bd39a5?t=1661863046495

https://sbi.co.in/documents/77530/25386736/300822-Detailed+ADD_SCO_soft+factory+_31.08.2022.pdf/0fb4c882-3d59-3346-20c1-f3f1505f1395?t=1661863591167

https://sbi.co.in/documents/77530/25386736/300822-ADV_RAW_NEW_FINAL.pdf/fa5658ce-5aa3-3e6a-e324-8c2d8a0342fa?t=1661863308809

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.