SBIରେ ୭୦୦ ପଦ ପାଇିଁ ନିଯୁକ୍ତ ଜାରିି, ଆଜି ହିଁ କରନ୍ତୁ ଆବେଦନ
ଏସବିଆଇ ରେ ଚାକିରି କରିବା ପାଇଁ ଏବେ ସୁବର୍ଣ୍ଣ ସୁଯୋଗ ସାମ୍ନାକୁ ଆସିଛି । ସୂଚନା ଥାଉକି ପାଖାପାଖି ୭୦୦ ପଦରେ ଭର୍ତ୍ତି ପାଇଁ ଏହି ନିଯୁକ୍ତି ପ୍ରକାଶ ପାଇଛି । ପଦ ଗୁଡିକରେ ଆବେଦନ ପାଇଁ ୬ ଅକ୍ଟୋବର, ୨୦୧୯ ଅନ୍ତିମ ତିଥି ନିର୍ଦ୍ଧାରଣ କରାଯାଇଛି ।
ଚାକିରି ସମ୍ବନ୍ଧିତ ସୂଚନା
ପଦ ଗୁଡିକର ବିବରଣୀ:
ପଦ ନାମ: Apprentice
ପଦ ସଂଖ୍ଯା:୭୦୦
ଏହାସହ ପଢନ୍ତୁ:
ଜଲଦି ଶେଷ କରନ୍ତୁ କାମ, ୨୫ ସେପ୍ଟେମ୍ବର ପରେ ୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍
କେମିତି କରିବେ ଆବେଦନ:
ଇଚ୍ଛୁକ ପାର୍ଥୀ ୱେବସାଇଟ https://www.sbi.co.in ମାଧ୍ଯମରେ ୧୭.୦୯.୨୦୧୯ ରୁ ୦୬.୧୦.୨୦୧୯ ଯାଏ ଅନଲାଇନରେ ଆବେଦନ କରିପାରିବେ ।
Advt.କ୍ରମାଙ୍କ: CRPD / APPR / 2019-20 / 14
ଚାକିରି ସ୍ଥାନ: ଅଖିଳ ଭାରତୀୟ
ଚୟନ ପ୍ରକ୍ରିୟା: ଅନଲାଇନ୍ ଲିଖିତ ପରୀକ୍ଷା ଦ୍ୱାରା ଅଧାରିତ ହେବ ।
ଶିକ୍ଷାଗତ ଯୋଗ୍ଯତା: କୌଣସି ମାନ୍ଯତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାନ ଦ୍ୱାରା ସ୍ନାତକ ହେବା ଜରୁରୀ ।
ଆୟୁ ସୀମା: ୨୦ ରୁ ୨୮ ବର୍ଷ।
ଗୁରୁତ୍ୱପୂର୍ଣ ସୂଚନା:
-ଅନଲାଇନରେ ଆବେଦନ କରିବାର ପ୍ରାରମ୍ଭିକ ତାରିଖ: ୧୭ ସେପ୍ଟେମ୍ବର
-ଅନଲାଇନରେ ଆବେଦନ କରିବାର ଅନ୍ତିମ ତାରିଖ: ୬ ଅକ୍ଟୋବର
-ଆଡମିଟ୍ କାର୍ଡ ଜାରି ହେବ-୧୫ ଅକ୍ଟୋବର କିମ୍ବା ଏହା ପରେ
-ଅନଲାଇନ୍ ପରୀକ୍ଷା ତାରିଖ: ୨୩ ଅକ୍ଟୋବର