Below header

ଭାରତୀୟ ବଜାରରେ ଲଞ୍ଚ ହେଲା Second generation Audi RS7, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ

କରୋନା ମହାମାରୀରେ ଯୋଗୁଁ ସଂପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା ଅଟୋମୋବାଇଲ ସେକ୍ଟର। ଏବେ ଏହି ସେକ୍ଟର ଧୀରେ ଧୀରେ ନିଜ ସ୍ଥିତିକୁ ଫେରିବାକୁ ଯାଉଛି। ଏମିତିରେ ଏବେ କେତକ ବାଇକ୍‌, ସ୍କୁଟର, କାର ସମେତ କିଛି ନୂଆ ଗାଡି ସାମ୍ନାକୁ ଆସିଛି। ଏପରି ସ୍ଥଳେ ବିଳାସପୂର୍ଣ୍ଣ କାର Audi RS 7 sportsback କୁ ଲଞ୍ଚ କରିଛି।

୧.୯୪ କୋଟିରୁ ଆରମ୍ଭ:

ଭାରତରେ ବୃଦ୍ଧି ପାଉଥିବା ବିଳାସପୂର୍ଣ୍ଣ କାର ମଧ୍ୟରେ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ଇଙ୍କୟସ ନିଜର Audi RS 7  sportsback ଭାରତରେ ଲଞ୍ଚ କରିଛି । ଯାହାର ମୂଲ୍ୟ ୧.୯୪ କୋଟି ଟଙ୍କା ରୁ ଆରମ୍ଭ ହେଉଛି। ଏହି କାରର ବିକ୍ରି ପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାସ ରୁ କମ୍ପାନୀ ଗ୍ରାହକଙ୍କୁ ଏହାର ଡେଲି ଭରି ମଧ୍ୟ ଆରମ୍ଭ କରିବ । ଏଥିରେ ୪.୦ ଲିଟରର TFSI ଟ୍ରବିନ ଟର୍ବୋ ଇଂଜିନ ରହିଛି ଯାହା ୬୦୦hp ର ଶକ୍ତି ଦେଇଥାଏ । ଏଥିପାଇଁ RS 7 Sportback ଖୁବ ସହଜରେ ଘଣ୍ଟାପ୍ରତି ବେଗ ୧୦୦ କିମି ରହିଥାଏ।

aa

ଇଣ୍ଟିରିୟର ଠାରୁ ଆରମ୍ଭ କରି କାରର ବଡି ଓ ଏହାର ଡିଜାଇନକୁ ପୁରାପୁରି ଭାବରେ ସ୍ପୋଟି ଲୁକ ଦିଆଯାଇଛି । ନୂଆ କାରକୁ ପୁରୁଣା ଅପେକ୍ଷା ଅଧିକ ଓସାର କରାଯାଇଛି । Audi ଇଣ୍ଡିଆର ପ୍ରମୁଖ ବଲବିର ସିଂହ ଏହି କାରରେ ବିଷୟରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.