ବଜେଟ ୨୦୧୯ରେ ଖୁସି ନାହିଁ ସେନସେକ୍ସ, ଅର୍ଥମନ୍ତ୍ରୀଙ୍କ ଉପସ୍ଥାପନ ପରେ ୩୦୦ରୁ ଅଧିକ ପଏଣ୍ଟ ହ୍ରାସ

ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଶୁକ୍ରବାର ସକାଳେ ସାଂସଦରେ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣ ବଜେଟ। ଏହି ସମୟରେ ସକାଳେ ଷ୍ଟକମାର୍କେଟରେ ସେନସେକ୍ସ ୪୦ହଜାର ପାର କରିଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେଥିରେ ୩୫୩.୩୫ଅଙ୍କ ହ୍ରାସ ପାଇଥିବା ଦେଖାଯାଇଥିବା ବେଳେ ତାହା ୩୯୫୫୪.୭୧ ସ୍ତରରେ ପହଞ୍ଚିଥିଲା। ସେହିପରି ନିଫଟି ୧୨୩.୨୫ପଏଣ୍ଟ ଏବଂ ୧.୦୩ ପ୍ରତିଶତ ହ୍ରାସ ପାଇଥିବା ବେଳେ ଆଜି ଷ୍ଟକମାର୍କେଟ ବନ୍ଦ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.