ଏହି ମ୍ୟୁଚୁଆଲ ଫଣ୍ଡ ୫ ବର୍ଷରେ ଦେଉଛି ୩୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ, ୫୦୦ ଟଙ୍କାରେ କରିପାରିବେ SIP
ନୂଆଦିଲ୍ଲୀ : ଯଦି ଆପଣ ସେୟାର ବଜାରରେ ଟଙ୍କା ଲଗାଇବାକୁ ଚାହୁଁଛନ୍ତି ଏବଂ ଆପଣଙ୍କୁ ସେୟାର ବଜାର ସମ୍ପର୍କରେ ଜଣାନାହିଁ । ତେବେ ଆପଣ ମ୍ୟୁଚୁଆଲ ଫଣ୍ଡ ଜରିଆରେ ଶେୟାର ବଜାରରେ ନିବେଶ କରିପାରିବେ । ନୂଆ ନିବେଶକଙ୍କ ପାଇଁ ଇକ୍ୟୁଟି ମ୍ୟୁଚୁଆଲ ଫଣ୍ଡ(SIP) ସବୁଠୁ ଭଲ ବିକଳ୍ପ ।
ଗତ ୫ ବର୍ଷ ଧରି ବଢ଼ିବା କମିବା ଭିତରେ ମ୍ୟୁଚୁଆଲ ଫଣ୍ଡରେ ନିବେଶକଙ୍କୁ ୩୦ ପ୍ରତିଶତ ଯାଏ ବାର୍ଷିକ ରିଟର୍ଣ୍ଣ ମିଳିଛି ।
SIP ରେ ସବୁଠୁ ଭଲ ସୁବିଧା ହେଉଛି ଏକକାଳୀନ ଟଙ୍କା ଲଗାଇବା ବଦଳରେ ପ୍ରତି ମାସରେ ଅଳ୍ପ ଅଳ୍ପ ଟଙ୍କା ଲଗାଇ ପାରିବେ ।
ଆପଣ ମ୍ୟୁଚୁଆଲ ଫଣ୍ଡ ନିବେଶର ସମୀକ୍ଷା ମଧ୍ୟ କରିପାରିବେ । ଏହାଛଡା ନିବେଶକୁ ମଧ୍ୟ କମ୍ ବେଶୀ କରିପାରିବେ । ଏମିତି କିଛି ମ୍ୟୁଚୁଆଲ ଫଣ୍ଡରେ ଅର୍ଥ ଲଗାଇଲେ ଅପାଣ ଭଲ ରିଟର୍ଣ୍ଣ ପାଇବେ ।
Mirae Asset Emerging Bluechip
ରିଟର୍ଣ୍ଣ (୧ ବର୍ଷରେ) : ୬୦.୫୩ %
ରିଟର୍ଣ୍ଣ (୩ ବର୍ଷରେ) : ୩୩.୫୫%
ରିଟର୍ଣ୍ଣ (୫ ବର୍ଷରେ) : ୨୩.୯୪%
ଅତି କମରେ SIP : ୧୦୦୦ ଟଙ୍କା
PGIM India Midcap Opportunities Fund
ରିଟର୍ଣ୍ଣ (୧ ବର୍ଷରେ) : ୯୧ %
ରିଟର୍ଣ୍ଣ (୩ ବର୍ଷରେ) : ୪୮.୪୭ %
ରିଟର୍ଣ୍ଣ (୫ ବର୍ଷରେ) : ୨୯.୦୫ %
ଅତି କମରେ SIP : ୧୦୦୦ ଟଙ୍କା
Quant Active Fund
ରିଟର୍ଣ୍ଣ (୧ ବର୍ଷରେ) : ୯୦.୪୬ %
ରିଟର୍ଣ୍ଣ (୩ ବର୍ଷରେ) : ୪୬.୩୨ %
ରିଟର୍ଣ୍ଣ (୫ ବର୍ଷରେ) : ୩୦.୪୨ %
ଅତି କମରେ SIP : ୧୦୦୦ ଟଙ୍କା
Kotak Small Cap Fund
ରିଟର୍ଣ୍ଣ (୧ ବର୍ଷରେ) : ୧୧୦.୯୯ %
ରିଟର୍ଣ୍ଣ (୩ ବର୍ଷରେ) : ୪୭.୧୯ %
ରିଟର୍ଣ୍ଣ (୫ ବର୍ଷରେ) :୨୭.୪୨ %
ଅତି କମରେ SIP : ୧୦୦୦ ଟଙ୍କା