Below header

ଏହି ମ୍ୟୁଚୁଆଲ ଫଣ୍ଡ ୫ ବର୍ଷରେ ଦେଉଛି ୩୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ, ୫୦୦ ଟଙ୍କାରେ କରିପାରିବେ SIP

ନୂଆଦିଲ୍ଲୀ : ଯଦି ଆପଣ ସେୟାର ବଜାରରେ ଟଙ୍କା ଲଗାଇବାକୁ ଚାହୁଁଛନ୍ତି ଏବଂ ଆପଣଙ୍କୁ ସେୟାର ବଜାର ସମ୍ପର୍କରେ ଜଣାନାହିଁ । ତେବେ ଆପଣ ମ୍ୟୁଚୁଆଲ ଫଣ୍ଡ ଜରିଆରେ ଶେୟାର ବଜାରରେ ନିବେଶ କରିପାରିବେ । ନୂଆ ନିବେଶକଙ୍କ ପାଇଁ ଇକ୍ୟୁଟି ମ୍ୟୁଚୁଆଲ ଫଣ୍ଡ(SIP) ସବୁଠୁ ଭଲ ବିକଳ୍ପ ।

ଗତ ୫ ବର୍ଷ ଧରି ବଢ଼ିବା କମିବା ଭିତରେ ମ୍ୟୁଚୁଆଲ ଫଣ୍ଡରେ ନିବେଶକଙ୍କୁ ୩୦ ପ୍ରତିଶତ ଯାଏ ବାର୍ଷିକ ରିଟର୍ଣ୍ଣ ମିଳିଛି ।
SIP ରେ ସବୁଠୁ ଭଲ ସୁବିଧା ହେଉଛି ଏକକାଳୀନ ଟଙ୍କା ଲଗାଇବା ବଦଳରେ ପ୍ରତି ମାସରେ ଅଳ୍ପ ଅଳ୍ପ ଟଙ୍କା ଲଗାଇ ପାରିବେ ।

ଆପଣ ମ୍ୟୁଚୁଆଲ ଫଣ୍ଡ ନିବେଶର ସମୀକ୍ଷା ମଧ୍ୟ କରିପାରିବେ । ଏହାଛଡା ନିବେଶକୁ ମଧ୍ୟ କମ୍‌ ବେଶୀ କରିପାରିବେ । ଏମିତି କିଛି ମ୍ୟୁଚୁଆଲ ଫଣ୍ଡରେ ଅର୍ଥ ଲଗାଇଲେ ଅପାଣ ଭଲ ରିଟର୍ଣ୍ଣ ପାଇବେ ।

mutual fund.
photo credit: aajtak.in

Mirae Asset Emerging Bluechip

ରିଟର୍ଣ୍ଣ (୧ ବର୍ଷରେ) : ୬୦.୫୩ %
ରିଟର୍ଣ୍ଣ (୩ ବର୍ଷରେ) : ୩୩.୫୫%
ରିଟର୍ଣ୍ଣ (୫ ବର୍ଷରେ) : ୨୩.୯୪%
ଅତି କମରେ SIP : ୧୦୦୦ ଟଙ୍କା

PGIM India Midcap Opportunities Fund

ରିଟର୍ଣ୍ଣ (୧ ବର୍ଷରେ) : ୯୧ %
ରିଟର୍ଣ୍ଣ (୩ ବର୍ଷରେ) : ୪୮.୪୭ %
ରିଟର୍ଣ୍ଣ (୫ ବର୍ଷରେ) : ୨୯.୦୫ %
ଅତି କମରେ SIP : ୧୦୦୦ ଟଙ୍କା

mutual fund.
photo credit: aajtak.in

Quant Active Fund

ରିଟର୍ଣ୍ଣ (୧ ବର୍ଷରେ) : ୯୦.୪୬ %
ରିଟର୍ଣ୍ଣ (୩ ବର୍ଷରେ) : ୪୬.୩୨ %
ରିଟର୍ଣ୍ଣ (୫ ବର୍ଷରେ) : ୩୦.୪୨ %
ଅତି କମରେ SIP : ୧୦୦୦ ଟଙ୍କା

Kotak Small Cap Fund

ରିଟର୍ଣ୍ଣ (୧ ବର୍ଷରେ) : ୧୧୦.୯୯ %
ରିଟର୍ଣ୍ଣ (୩ ବର୍ଷରେ) : ୪୭.୧୯ %
ରିଟର୍ଣ୍ଣ (୫ ବର୍ଷରେ) :୨୭.୪୨ %
ଅତି କମରେ SIP : ୧୦୦୦ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.