Browsing Tag

mutual funds

ଟଙ୍କା ରୋଜଗାର କରିବାର ଟ୍ରେଣ୍ଡିଂ ଉପାୟ, ଜାଣନ୍ତୁ ଏହି ଟ୍ରିକ

ଟଙ୍କା ରୋଜଗାର କରିବାକୁ କିଏ ବା ନ ଚାହେଁ ।  ସମସ୍ତେ ରୋଜଗାର ପାଇଁ ପରିଶ୍ରମ କରନ୍ତି । ହେଲେ ଅଧିକାଂଶ ଲୋକଙ୍କ ଚିନ୍ତା ହେଉଛି କେମିତି ସହଜ ଉପାୟରେ ଟଙ୍କା ଇନକମ କରିବେ । ଅବଶ୍ୟ ଏହା ଏତେ ସହଜ ବି ନୁହେଁ । ବର୍ତ୍ତମାନ ଆପଣ ସୋସିଆଲ ମିଡିଆରେ ଅନେକ ଲୋକଙ୍କୁ ଦେଖୁଥିବେ ଯିଏ କି କିଛି…

ଇନ୍‌ଭେଷ୍ଟମେଣ୍ଟ ଟିପ୍ସ : ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ହୁଅନ୍ତୁ ଧନୀ

ନୂଆଦିଲ୍ଲୀ : ଆଜିକାଲି ଟଙ୍କା ନିବେଶ କରିବାରେ ବହୁତ କିଛି ବିକଳ୍ପ ରହିଛି । ସେଥିମଧ୍ୟରୁ ମ୍ୟୁଚୁଆଲ ଫଣ୍ଡ ଅନ୍ୟତମ । ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ । ମ୍ୟୁଚୁଆଲ ଫଣ୍ଡର ଠିକ ଜ୍ଞାନ ଆହରଣ କରନ୍ତୁ । ଯଦି…

ଏହି ମ୍ୟୁଚୁଆଲ ଫଣ୍ଡ ୫ ବର୍ଷରେ ଦେଉଛି ୩୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ, ୫୦୦ ଟଙ୍କାରେ କରିପାରିବେ SIP

ନୂଆଦିଲ୍ଲୀ : ଯଦି ଆପଣ ସେୟାର ବଜାରରେ ଟଙ୍କା ଲଗାଇବାକୁ ଚାହୁଁଛନ୍ତି ଏବଂ ଆପଣଙ୍କୁ ସେୟାର ବଜାର ସମ୍ପର୍କରେ ଜଣାନାହିଁ । ତେବେ ଆପଣ ମ୍ୟୁଚୁଆଲ ଫଣ୍ଡ ଜରିଆରେ ଶେୟାର ବଜାରରେ ନିବେଶ କରିପାରିବେ । ନୂଆ ନିବେଶକଙ୍କ ପାଇଁ ଇକ୍ୟୁଟି ମ୍ୟୁଚୁଆଲ ଫଣ୍ଡ(SIP) ସବୁଠୁ ଭଲ ବିକଳ୍ପ । ଗତ ୫ ବର୍ଷ…

ନୂଆ ବର୍ଷରୁ ବଦଳିଯିବ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ଏହିସବୁ ନିୟମ, ଜାଣନ୍ତୁ କ’ଣ

ମାର୍କେଟ ରେଗୁଲେଟର ସେବି ନୂତନ ବର୍ଷରେ ମ୍ୟୁଚୁଆଲ ଫଣ୍ଡର ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମ୍ୟୁଚୁଆଲ ଫଣ୍ଡକୁ ନିବେଶକମାନଙ୍କ ପାଇଁ ଅଧିକ ପାରଦର୍ଶୀ ଏବଂ ସୁରକ୍ଷିତ କରିବା ପାଇଁ ନିୟମରେ ପରିବର୍ତ୍ତନ କରାଯାଉଛି। ଏସବୁ ମଧ୍ୟରୁ କିଛି ନିୟମ ୧ ଜାନୁଆରୀରୁ ଏବଂ ଅନ୍ୟ କିଛି ନିୟମ ପରେ…

ମ୍ୟୁଚୁଆଲ ଫଣ୍ଡ ଉପରେ ପଡ଼ିଲା କରୋନା ପ୍ରଭାବ, ଚିନ୍ତାରେ ନିବେଶକାରୀ

ମ୍ୟୁଚୁଆଲ ଫଣ୍ଡ ଉପରେ କରୋନା ପ୍ରଭାବ। ଫ୍ରାଙ୍କଲିନ ଟେମ୍ପଲେଟନ ମ୍ୟୁଚୁଆଲ ଫଣ୍ଡ ନିଜର ୬ଟି ସ୍କିମ୍‌ ବନ୍ଦ କରିବା ପରେ ନିବେଶକାରୀଙ୍କ ମଧ୍ୟରେ ଛନକା ପଶିଛି। ତେବେ ନିବେଶକାରୀ ଏଥିରେ ବିବ୍ରତ ନହେବାକୁ ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରି ନିୟନ୍ତ୍ରଣ ଆମ୍ଫି ପରାମର୍ଶ ଦେଉଛି। ୨୦୨୦ ମାର୍ଚ୍ଚ…

୫ ବର୍ଷରେ ୧୫ ଲକ୍ଷ ପାଇବାର ସହଜ ଉପାୟ, ଏହି ମାସରୁ ଆରମ୍ଭ କରନ୍ତୁ ପ୍ଲାନିଂ

କଣ ଆପଣ ୫ ବର୍ଷ ପରେ ଆପଣଙ୍କ ପିଲାକୁ ଉଚ୍ଚଶିକ୍ଷା ଦେବା ପାଇଁ ପ୍ଲାନ୍ କରୁଛନ୍ତି ? କିମ୍ବା ୫ ବର୍ଷ ପରେ କାର୍ କିଣିବାକୁ ଚାହୁଁଛନ୍ତି ? ହେଲେ ଏସବୁ ପାଇଁ ପକେଟରେ ଟଙ୍କା ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଏହି ବଡ଼ ଫଣ୍ଡ ତିଆରି କରିବା କଷ୍ଟ ନୁହେଁ । ଯଦି ଆପଣ ଫାଇନାନ୍ସିଆଲ୍…