Below header

ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜି ସଂଧ୍ୟା ୬ଟା ପରେ ଉଠିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର। ଆଜି ସଂଧ୍ୟା ୬ଟା ପରେ ଉଠିବ ପ୍ରତିବନ୍ଧକ। ସନ୍ଧ୍ୟା ୬ଟାରେ ରିଜର୍ଭ ବ୍ୟାଙ୍କ କଟକଣା ହଟାଇବା ପରେ ବ୍ୟାଙ୍କ କାରବାର ସ୍ୱାଭାବିକ ହେବ। ୟେସ୍‌ ବ୍ୟାଙ୍କର ଗ୍ରାହକମାନେ ପୂର୍ବ ଭଳି ସବୁପ୍ରକାର କାରବାର କରିପାରିବେ। ବ୍ୟାଙ୍କର ସମସ୍ତ ଶାଖା ଓ ଏଟିଏମ୍‌ ଗୁଡିକୁ ପର୍ଯ୍ୟାପ୍ତ ପରିମାଣର ନଗଦ ରାଶି ଯୋଗାଇ ଦିଆଯିବ। ମାର୍ଚ୍ଚ ୩ତାରିଖରେ ସରକାର ୟେସ୍‌ ବ୍ୟାଙ୍କ ଉପରେ ୩୦ଦିନ ପାଇଁ କଟକଣା ଲଗାଇଥିଲେ। ଗ୍ରାହକମାନେ ସର୍ବାଧିକ ୫୦ହଜାର ଟଙ୍କା ଉଠାଇପାରିବେ ବୋଲି ଘୋଷଣା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.