Browsing Tag

yes bank crisis

ୟେସ୍‌ ବ୍ୟାଙ୍କରୁ ଉଠିଲା ମହାପ୍ରଭୁଙ୍କ ଜମା ଟଙ୍କା, ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଲା ୩୯୭ କୋଟି

ପୁରୀ: ୟେସ୍‌ ବ୍ୟାଙ୍କରୁ ଉଠିଲା ମହାପ୍ରଭୁଙ୍କ ଜମା ଟଙ୍କା । ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଲା ୩୯୭ କୋଟି ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ଆସିଲା ଟଙ୍କା । ୩୮୯ କୋଟି ଟଙ୍କା ମାଚ୍ୟୁରିଟି ହୋଇଥିବାରୁ ୮ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ସୁଧ ସହ ମୋଟ୍‌ ୩୯୭ କୋଟି ୨୩ ଲକ୍ଷ…

ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜି ସଂଧ୍ୟା ୬ଟା ପରେ ଉଠିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର। ଆଜି ସଂଧ୍ୟା ୬ଟା ପରେ ଉଠିବ ପ୍ରତିବନ୍ଧକ। ସନ୍ଧ୍ୟା ୬ଟାରେ ରିଜର୍ଭ ବ୍ୟାଙ୍କ କଟକଣା ହଟାଇବା ପରେ ବ୍ୟାଙ୍କ କାରବାର ସ୍ୱାଭାବିକ ହେବ। ୟେସ୍‌ ବ୍ୟାଙ୍କର ଗ୍ରାହକମାନେ ପୂର୍ବ ଭଳି ସବୁପ୍ରକାର କାରବାର କରିପାରିବେ। ବ୍ୟାଙ୍କର ସମସ୍ତ…

ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର: ପୁନଃଗଠନ ସ୍କିମକୁ ଅନୁମୋଦନ କଲେ କେନ୍ଦ୍ର ସରକାର, ମାର୍ଚ୍ଚ ୧୮ରୁ ଉଠିବ…

ୟେସ ବ୍ୟାଙ୍କ ପୁନରୁଦ୍ଧାର ସ୍କିମକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ଜାରି ହୋଇଛି ବିଜ୍ଞପ୍ତି । ଏହାସହ ବ୍ୟାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ମାର୍ଚ୍ଚ ୧୮ ସଂଧ୍ୟା ୬ଟାରୁ ଉଠିବ । ୟେସ ବ୍ୟାଙ୍କ ପ୍ରଶାସକ ପ୍ରଶାନ୍ତ କୁମାରଙ୍କୁ ଏହାର ମ୍ୟାନେଜିଂ ଡିରେକ୍ଟର ତଥା ସିଇଓ ଭାବେ ନିଯୁକ୍ତ…

ୟେସ ବ୍ୟାଙ୍କର ଯମାକାରୀଙ୍କୁ ଖୁସିଖବର, ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଥିବା ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଦେଲା…

କେନ୍ୟୁଜ୍(ବ୍ୟୁରୋ): ୟେସ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଥିବା ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି । ୟେସ ବ୍ୟାଙ୍କରେ ଏସ୍‌ବିଆଇ ୪୯ ପ୍ରତିଶତ ଅଂଶଧନ ନିବେଶ କରିବ । ଅନ୍ୟ ନିବେଶକଙ୍କୁ ମଧ୍ୟ ନିବେଶ ପାଇଁ ଆହ୍ଵାନ ଦିଆଯିବ । ଏସ୍‌ବିଆଇ ନିବେଶର ୨୬ ପ୍ରତିଶତ ଉପରେ ୩ ବର୍ଷର ଲକ୍‌…

ୟେସ୍‌ ବ୍ୟାଙ୍କର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଅନ୍ୟ ବ୍ୟାଙ୍କ ଆକାଉଣ୍ଟରୁ ବି ଏବେ ଗ୍ରାହକ ଉଠାଇ ପାରିବେ ଟଙ୍କା

ୟେସ୍‌ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର। ସଙ୍କଟରେ ଥିବା ଏହି ବ୍ୟାଙ୍କ ମଙ୍ଗଳବାର କହିଛି ଯେ ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଆକାଉଣ୍ଟ ମାଧ୍ୟମରେ କ୍ରେଡିଟ୍‌ କାର୍ଡ ଓ ଅନ୍ୟ ପେମେଣ୍ଟ କରିପାରିବେ। ପୂର୍ବରୁ ନଗଦ ଅର୍ଥର ଅଭାବ ଯୋଗୁ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କର ସମସ୍ତ କାର୍ଯ୍ୟ…

ୟେସ୍‌ ବ୍ୟାଙ୍କ ମାମଲା: ବଢିବାରେ ଲାଗିଛି ପ୍ରତିଷ୍ଠାତା ରାଣା କପୁରଙ୍କ ଅଡୁଆ, ପତ୍ନୀ ଓ ଝିଅଙ୍କୁ ବିଳମ୍ବିତ ରାତି…

ମୁମ୍ବାଇ: ୟେସ୍‌ ବ୍ୟାଙ୍କ ମାମଲାରେ ବଢିବାରେ ଲାଗିଛି ପ୍ରତିଷ୍ଠାତା ରାଣା କପୁରଙ୍କ ଅଡୁଆ । ଇଡି ଗିରଫ କରି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନିଜ ହେପାଜତକୁ ନେବା ପରେ ସିବିଆଇ ମଧ୍ୟ ଏହି ମାମଲାରେ ପୃଥକ ତଦନ୍ତ ଆରମ୍ଭ କରିଛି । ରାଣା କପୁର ଓ ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟର କପିଲ…

ୟେସ୍‌ ବ୍ୟାଙ୍କରୁ ଫେରିବ କି ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ? କୌଣସି ଜମାକାରୀଙ୍କ ଟଙ୍କା ବୁଡିବନି ବୋଲି ପ୍ରତିଶୃତି…

ଭୁବନେଶ୍ବର (କେନ୍ୟୁଜ୍) : ୟେସ୍‌ ବ୍ୟାଙ୍କରୁ ଫେରିବ କି ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ? ଟଙ୍କା ଫେରିବା ନେଇ ଅନିଶ୍ଚିତତା ଜାରି ରହିଛି । ହେଲେ ସରକାର ଆଶାବାଦୀ ଅଛନ୍ତି । ରାଜ୍ୟ ସରକାର ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କରିଛନ୍ତି । ଏପଟେ କିନ୍ତୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।…

ବନ୍ଧାହେଲେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର, ୧୫ ଘଣ୍ଟାର ପଚରାଉଚରା ପରେ ଗିରଫ

ଗିରଫ ହେଲେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର। ୧୫ ଘଣ୍ଟାର ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଣା କପୁରଙ୍କୁ ଗିରଫ କରିଛି । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଛି ଇଡି । ଭୋର ୪ଟାରେ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ କରିବା ପରେ ଅଧିକ ପଚରାଉଚରା…

ଆତଙ୍କିତ ଅବସ୍ଥାରେ ୟେସ୍‌ ବ୍ୟାଙ୍କ ଗ୍ରାହକ, ଟଙ୍କା ଉଠାଇବା ପାଇଁ ଜମାକାରୀଙ୍କ ଭିଡ଼

ନୂଆଦିଲ୍ଲୀ : ଆରବିଆଇ କଟକଣା ପରେ ନିଜର ସଂଚିତ ଅର୍ଥକୁ ନେଇ ୟେସ୍‌ ବ୍ୟାଙ୍କ ଗ୍ରାହକ ଆତଙ୍କିତ । ଶୁକ୍ରବାର ଠାରୁ ୟେସ୍‌ ବ୍ୟାଙ୍କ ଶାଖା ଓ ଏଟିଏମ୍‌ ସାମ୍ନାରେ ଲମ୍ବା ଧାଡ଼ି ଲାଗିଛି । କିନ୍ତୁ ଏଟିଏମ ଖାଲି ହୋଇ ଯାଇଛି । ନେଟ୍‌ ବ୍ୟାଙ୍କିଂରେ ମଧ୍ୟ ଟଙ୍କା ଟ୍ରାନ୍‌ସଫର କରି ପାରିବେନି…

ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ଆରବିଆଇର କଟକଣା, ଶ୍ରୀମନ୍ଦିର ପାଣ୍ଠିର ଟର୍ମ ଡିପୋଜିଟ ୫୪୫ କୋଟି ଟଙ୍କା…

ପୁରୀ: ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ଆରବିଆଇର କଟକଣା। ଏବେ ପୁରୀ ଶ୍ରୀମନ୍ଦିର ପାଣ୍ଠିର ଜମାଥିବା ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଉଠାଇବା ନେଇ ଆଶଙ୍କା ଦେଖାଦେଇଛି। କିପରି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଟଙ୍କା ଟ୍ରାନ୍‌ସଫର କରାଯାଇପାରିବ ତାକୁ ନେଇ ଚିନ୍ତା । ମାର୍ଚ୍ଚ ୨୦୧୯ରେ…