ରାଷ୍ଟ୍ରପତି ଭବନର ୧୦୦ କର୍ମଚାରୀ ରହିଲେ କ୍ବାରେଣ୍ଟାଇନରେ, ଜାଣନ୍ତୁ କାହିଁକି?

କେନ୍ୟୁଜ(ବ୍ୟୁରୋ): ରାଷ୍ଟ୍ରପତି ଭବନର ୧୦୦ କର୍ମଚାରୀ ରହିଲେ କ୍ବାରେଣ୍ଟାଇନରେ । ଜଣେ କର୍ମଚାରୀଙ୍କ ଶାଶୁ କରୋନା ସଂକ୍ରମିତ ଥିଲେ। ତାଙ୍କ ଦେହାନ୍ତ ପରେ କର୍ମଚାରୀ ଜଣଙ୍କ ଶେଷ ଦର୍ଶନ ପାଇଁ ଯାଇଥିଲେ। ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ସେହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ବି କ୍ବାରେଣ୍ଟାଇନରେ ନିଆ ଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.