ଆଜି ରାଜ୍ଯରେ ୩୦୫ କରୋନା ପଜିଟିଭ୍ ଚିହ୍ନଟ: କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୭୪ ଏବଂ ଲୋକାଲ୍ କେସରୁ ୧୩୧

ଭୁବନେଶ୍ବର: ରାଜ୍ଯରେ ଆଜି ୩୦୫ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୭୪, ଏବଂ ଲୋକାଲ୍ କେସରୁ ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ହଜାର ୩୦୬ କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୪ ହଜାର ୭୭୫। ଆକ୍ଟିଭ କେସ୍‌ ରହିଛି ୨ ହଜାର୬୦୭।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.