Below header

ଗଞ୍ଜାମରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ସଂକ୍ରମିତ! ନୂଆ ଷ୍ଟ୍ରେନ ଅଛି କି ନାହିଁ? ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା ନମୁନା

ଗଞ୍ଜାମ: ଗଞ୍ଜାମରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ସଂକ୍ରମିତ । ଜିନୋମ ସିକ୍ୱେନିଂ ପାଇଁ ତାଙ୍କ ନମୁନା ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନସେସ-ILSକୁ ପଠାଯାଇଛି ।

ଏଥିରେ ତାଙ୍କ ଠାରେ ଭୂତାଣୁର ନୂଆ ଷ୍ଟ୍ରେନ ଅଛି କି ନାହିଁ ଜଣାପଡ଼ିବ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି । ତାଙ୍କ ପରିବାରର ଜଣେ ହସପିଟାଲରେ ଥିଲେ ବୋଲି ଜଣାପଡିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.