ଆଜି ରାଜ୍ୟରେ ସୁସ୍ଥ ହେଲେ ୨୬୨୨ କରୋନା ଆକ୍ରାନ୍ତ

କେନ୍ୟୁଜ (ବ୍ୟୁରୋ) : ଆଜି ରାଜ୍ୟର ୩୦ ଜିଲ୍ଲାରୁ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୪୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି  କଟକର ୧୯୭, ଅନୁଗୁଳରୁ ୨୧୬, ମୟୁରଭଞ୍ଜରୁ ୧୩୧, ସୁନ୍ଦରଗଡ଼ରୁ ୧୨୫, କଳାହାଣ୍ଡି ୧୧୮, ବଲାଙ୍ଗୀର ୧୧୪, ବାଲେଶ୍ଵର ୯୯, ନୂଆପଡା ୯୯, ଯାଜପୁର ୯୩, ବରଗଡାରୁ ୯୧ ଜଣ ସୁସ୍ଥ ହୋଇଛନ୍ତି


ସେହିଭଳି ଝାରସୁଗୁଡାରୁ ୮୯, ସମ୍ବଲପୁର ୮୫, କେନ୍ଦ୍ରାପଡା ୭୦, ପୁରୀ ୬୫, ସୋନପୁର ୬୦, ଜଗତସିଂହପୁର ୫୯, କୋରାପୁଟ ୫୫, ନବରଙ୍ଗପୁର ୫୨, ବୋୖଦ୍ଧରୁ ୩୨ ଜଣ, ଦେବଗଡରୁ ୧୪ ଜଣ ଓ ଷ୍ଟେଟ ପୁଲରୁ ୭୯ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨,୫୨,୧୯୭ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.