ହଟସ୍ପଟ ଭାବେ ଚିହ୍ନଟ ହେଲା ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ମାଟିଆ ସାହି ଗ୍ରାମ

ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ମାଟିଆ ସାହି ଗ୍ରାମକୁ କୋବିଡ଼ -19 ହଟସ୍ପଟ ଭାବେ ଚିହ୍ନଟ । ଏହି ଗ୍ରାମର 130 ଜଣ ବ୍ୟକ୍ତି ଭୁବନେଶ୍ୱର ହଟସ୍ପଟ ଜାଗାରୁ ଯାଇଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବର୍ତମାନ ଏହି ଗ୍ରାମକୁ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.