Below header

COVID-19 ସ୍ୱାଇନ ଫ୍ଲୁ ଠାରୁ ମଧ୍ୟ 10 ଗୁଣା ଅଧିକ ଘାତକ : WHO

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) କରୋନା ଭାଇରସକୁ ନେଇ ଏକ ନୂଆ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ କୁହାଯାଇଛି, କରୋନା ଭାଇରସ(COVID-19) ସ୍ୱାଇନ ଫ୍ଲୁ ଠାରୁ ମଧ୍ୟ 10 ଗୁଣା ଅଧିକ ଘାତକ। ସ୍ୱାଇନ ଫ୍ଲୁକୁ H1N1 ନାଁରେ ବି ଜଣାଯାଇଥାଏ। ଜେନେଭାରେ WHO ପ୍ରମୁଖ Tedros Adnom Ghebayeus ଡିଜିଟାଲ ପ୍ରେସ କନଫେରେନ୍ସରେ ଏ ନେଇ ସୂଚନା ଦେଇ କହିଥିଲେ, କରୋନା ଭାଇରସ ଦ୍ରୁତ ଗତିରେ ମାଡିଚାଲିଛି। ସୂଚନା ଥାଉ କି, ସ୍ୱାଇନ ଫ୍ଲୁ 2009ରେ ବିଶ୍ୱ ମହାମାରୀର କାରଣ ସାଜିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.