Below header

Reliance Jio Fiber ଜାରିକଲା ସାନଦାର ଅଫର, ଗ୍ରାହକଙ୍କୁ ମାତ୍ର ୧୯୯ ଟଙ୍କାରେ ମିଳିବ ୧୦୨୪ GB ପର୍ଯ୍ୟନ୍ତର ଡାଟା

ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଲକ ଡାଉନ ସମୟରେ ଘରେ ରହି ଅଫିସ କାମ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ଧମାକାଦାର ଅଫର ଜାରି କରିଛି । ଏହି ଅଫର ଅନୁଯାୟୀ ଗ୍ରାହକଙ୍କୁ କମ୍ପାନୀର 199 ଟଙ୍କିଆ ଫାଇବ ଏଡ଼- ବାନ ପ୍ଲାନରେ ୧୦୨୪ ଯିବି ଅଥବା ଏକ ଟିବି ଡାଟା ମିଳିପାରିବ । ତେବେ ଆସନ୍ତୁ ଜିଓର ଏହି ଅଫର ବିଷୟରେ ବିସ୍ତାରରେ ଜାଣିବା ।

jio new

ଜିଓର ୧୯୯ ଟଙ୍କିଆ ପ୍ଲାନ:

ଜିଓର ଏହି ୧୯୯ ଟଙ୍କିଆ ପ୍ଲାନ ଏକ କମ୍ବୋ ପ୍ୟାକ । ଆପଣଙ୍କୁ ଏହି ପ୍ଲାନ ଜରିଆରେ ୧୦୦ଏମବିପିଏସ ସ୍ପିଡ଼ରେ ଏକ ଟିବି ପର୍ଯ୍ୟନ୍ତର ଡାଟା ମିଳିପାରିବ । ଯଦି ଆପଣଙ୍କ ଡାଟା ଲିମିଟ ଶେଷ ହୋଇଯାଏ ତ ଇଣ୍ଟରନେଟ ସ୍ପିଡ଼ କମିଯାଇ ଏକ ଏମବିପିଏସ ହୋଇଯିବ । ଏସବୁ ବ୍ୟତୀତ ଏହି ପ୍ଲାନରେ ଲ୍ୟାଣ୍ଡ ଲାଇନ ଜରିଆରେ ଅନଲିମିଟେଡ଼ କଲିଙ୍ଗର ସୁବିଧା ମଧ୍ୟ ଦିଆଯାଇଛି । ଯେବେକି ଡବଲ ଡାଟାର ଫାଇଦା ଆପଣଙ୍କୁ କେବଳ 7 ଦିନ ଯାଏଁ ହିଁ ମିଳିପାରିବ ।

Reliance Jio Prime Deadline, WhatsApp Criticised, BSNL Free Data ...

ଜିଓର ୬୯୯ ଟଙ୍କିଆ ପ୍ଲାନ:

ଜିଓର ଏହି ପ୍ଲାନରେ ୧୦୦ ଏମବିପିଏସ ସ୍ପିଡ଼ରେ ୧୦୦ ଡାଟା ମିଳିବ । ଏହା ସହ ୟୁଜର୍ସ କୌଣସି ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ବି କରିପାରିବେ । ଏହା ବ୍ୟତୀତ କମ୍ପାନୀ ପ୍ରିମିୟମ ଆପ୍ସର ମାଗଣା ସବସ୍କ୍ରିପସନ ମଧ୍ୟ ଦେବ ।
ଏକ ରିପୋର୍ଟ ମୁତାବକ ଜାରି ହୋଇଥିବା ଲକ ଡାଉନକୁ ଧ୍ୟାନରେ ରଖି ନିଜ ଫାଇବର ସେବା ଗୁଡିକର ସେବା ଗୁଡିକୁ ମଧ୍ୟ ସମ୍ପ୍ରସାରଣ ବା କ୍ଷମତା ଗୁଡିକୁ ବଢ଼ାଇ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.