ରାଜ୍ୟରେ କରୋନାର ବଡ ଲମ୍ଫ: ଗତ ୨୪ ଘଣ୍ଟାରେ ୧୦ ହଜାର ୪୧୩ କରୋନା ପଜିଟିଭ୍‌ ଚିହ୍ନଟ, ୧୧ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନାର ବଡ ଲମ୍ଫ । ଦୈନିକ ସଂକ୍ରମଣ ୧୦ ହଜାର ପାର୍‌ । ଗତ ୨୪ ଘଣ୍ଟାରେ ୧୦ ହଜାର ୪୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାର ସର୍ବାଧିକ ୧୭୯୬ ଆକ୍ରାନ୍ତ ହୋଇଛନ୍ତି।

ସୁନ୍ଦରଗଡରୁ ୧୧ଶହ ପଜିଟିଭ୍‌ ରହିଛି। ତୃତୀୟରେ ରହିଛି କଟକ । ଆଜି କଟକରୁ ୮୨୮ ନୂଆ କେସ୍‌ ରହିଛି। ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଇଛି ଭାଇରସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.