Below header

ଘରେ ରୁହନ୍ତୁ, ଭ୍ୟାକ୍ସିନ ନିଅନ୍ତୁ: ବାଲୁକାକଳାରେ କରୋନା ସଚେତନତା ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକାକଳାରେ କରୋନା ସଚେତନତା । ପୁରୀ ସୁବର୍ଣ୍ଣ ବେଳାଭୂମିରେ ବାଲୁକାକଳା କରି ଲୋକଙ୍କୁ ସଚେତନ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରୁହନ୍ତୁ, ଭ୍ୟାକ୍ସିନ ନିଅନ୍ତୁ ବୋଲି ସଚେତନ କରିଛନ୍ତି ।

ମୁହଁରେ ଠିକ୍‌ ଭାବେ ମାସ୍କ ଲଗାଇବା, ସାମାଜିକ ଦୂରତା ମାନିବା ଉପରେ ଗୁରୁତ୍ୱ ଦିଆଯାଇଛି। ନିୟମ ମାନିଲେ କରୋନାକୁ ହରାଇପାରିବା ବୋଲି ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.