Below header
Browsing Tag

sudarshan pattnaik

ସାଧାରଣତନ୍ତ୍ର ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ୭୫ ତମ ସାଧାରଣତନ୍ତ୍ର ଦିବସ ପାଇଁ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା କଳାରେ ମେରା ଦେଶ ମହାନ୍ ଓ ହାପି ରିପବ୍ଲିକ୍ ଡେର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ମାଧ୍ୟମରେ ଆଜି ସାରା ଦେଶରେ ପାଳିତ ହେଉଥିବା ସାଧାରଣତନ୍ତ୍ର…

ବାଲୁକା କଳାରେ ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ଯୁଜ୍): ବାଲୁକା କଳାରେ ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା । ସେମି ଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଭେଟିବ ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଦଳର ସଫଳତା କାମନା କରି ପୁରୀ ବେଳାଭୂମିରେ ବଲୁକାକଳାରେ ଶୁଭେଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ…

ଘରେ ରୁହନ୍ତୁ, ଭ୍ୟାକ୍ସିନ ନିଅନ୍ତୁ: ବାଲୁକାକଳାରେ କରୋନା ସଚେତନତା ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକାକଳାରେ କରୋନା ସଚେତନତା । ପୁରୀ ସୁବର୍ଣ୍ଣ ବେଳାଭୂମିରେ ବାଲୁକାକଳା କରି ଲୋକଙ୍କୁ ସଚେତନ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରୁହନ୍ତୁ, ଭ୍ୟାକ୍ସିନ ନିଅନ୍ତୁ ବୋଲି ସଚେତନ କରିଛନ୍ତି । ମୁହଁରେ ଠିକ୍‌ ଭାବେ ମାସ୍କ ଲଗାଇବା, ସାମାଜିକ ଦୂରତା ମାନିବା ଉପରେ…

ଆମେରିକାରରେ ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତା, ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଲା ପିପୁଲ୍ସ ଚଏସ ଆଓ୍ଵାଡ

ଆମେରିକାର ବୋଷ୍ଟନ ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପିପୁଲ୍ସ ଚଏସ ଆଓ୍ଵାର୍ଡ ପାଇଛନ୍ତି । ଏହି ବାଲୁକା କଳା ପ୍ରତିଯାଗିତା ଜୁଲାଇ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୧୫ଟି ଦେଶ ଭାଗ ନେଇଥିବା ବେଳେ…