ଢେଙ୍କାନାଳ ଗଁଦିଆ ବ୍ଲକ ବଜାର ଛକରେ ନୂଆ ମଦ ଦୋକାନକୁ ବିରୋଧ, ରାସ୍ତାରେ ବସି ମହିଳାଙ୍କ ପ୍ରତିବାଦ

ଢେଙ୍କାନାଳ: ରାସ୍ତାରେ ବସିଲେ ମହିଳା । ଢେଙ୍କାନାଳ ଗଁଦିଆ ବ୍ଲକ ବଜାରର ଛକରେ ନୂଆ ମଦ ଦୋକାନକୁ ଖୋଲିବାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଓ ସ୍ୱୟଂ ସହାଇକା ଗୋଷ୍ଠୀ ପକ୍ଷରୁ ରାସ୍ତା ଅବରାଧ କରି ବିରୋଧ ପ୍ରଦର୍ଶନ ।

ସ୍ଥାନୀୟ ଲୋକଙ୍କର ଅଭିଯୋଗ ଅନୁସାରେ ବଜାର ମଧ୍ୟରେ ସ୍କୁଲ, କଲେଜ, ହାଟ ଥିବାରୁ ମଦ ଦୋକାନ ଖୋଲାଗଲେ ଅସାମାଜିକ କାର୍ଯ୍ଯକଳାପ ବୃଦ୍ଧି ପାଇବ । ମଦ ଦୋକାନକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାପାଇଁ ଦାବି ହୋଇଛି । ମଦ ଦୋକାନ ସ୍ଥାନାନ୍ତର ନହଲେ ଆଗାକୁ ବଡ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.