Below header

ପୁନେରେ ଜନତା କର୍ଫ୍ୟୁ ବେଳେ ବିନା କାମରେ ବାହାରେ ବୁଲିବା ଯୁବକ ମାନଙ୍କୁ ପଡିଲା ମହଙ୍ଗା, ବିଚ୍ ରାସ୍ତା ମଝିରେ ହେଲେ ବସ୍‌ ଉଠ୍‌

ପୁନେ: ଜନତା କର୍ଫ୍ୟୁ ବେଳେ ବାହାରେ ବୁଲି ବସ୍‌ଉଠ୍‌ ହେଲେ ଯୁବକ । ତିନି ଜଣ ଯୁବକଙ୍କୁ ଦଣ୍ଡ ଦେଇଛି ପୋଲିସ । ରାସ୍ତାରେ ବୁଲୁଥିବାରୁ ବସ୍‌ ଉଠ୍‌ କରାଇଛି । ପୁନେରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଯୁବକମାନେ ବସ୍‌ ଷ୍ଟାଣ୍ଡ ନିକଟରେ ବୁଲୁଥିଲେ । ବିନା କାମରେ ବୁଲୁଥିବା ଲକ୍ଷ୍ୟ କରିବା ପରେ ଜଣେ ପୋଲିସ କର୍ମଚାରୀ ସେମାନଙ୍କୁ ବସ୍‌ ଉଠ୍‌ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.