Below header
Browsing Tag

janta curfew

ପୁନେରେ ଜନତା କର୍ଫ୍ୟୁ ବେଳେ ବିନା କାମରେ ବାହାରେ ବୁଲିବା ଯୁବକ ମାନଙ୍କୁ ପଡିଲା ମହଙ୍ଗା, ବିଚ୍ ରାସ୍ତା ମଝିରେ ହେଲେ…

ପୁନେ: ଜନତା କର୍ଫ୍ୟୁ ବେଳେ ବାହାରେ ବୁଲି ବସ୍‌ଉଠ୍‌ ହେଲେ ଯୁବକ । ତିନି ଜଣ ଯୁବକଙ୍କୁ ଦଣ୍ଡ ଦେଇଛି ପୋଲିସ । ରାସ୍ତାରେ ବୁଲୁଥିବାରୁ ବସ୍‌ ଉଠ୍‌ କରାଇଛି । ପୁନେରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଯୁବକମାନେ ବସ୍‌ ଷ୍ଟାଣ୍ଡ ନିକଟରେ ବୁଲୁଥିଲେ । ବିନା କାମରେ ବୁଲୁଥିବା…

ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁ, କରୋନା ସହ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁ । କରୋନା ସତର୍କତା ପାଇଁ ଜନତା କର୍ଫ୍ୟୁ। କରୋନା ସହ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ଵାନ ଦେଇଥିଲେ । ଯାହା ଜନତାଙ୍କ ପାଇଁ, ଜନତା ଦ୍ୱାର ନିଜ ଉପରେ କର୍ଫ୍ୟୁ । ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରାଯିବ…

କରୋନା ରୋକିବାକୁ ବଡ଼ ପଦକ୍ଷେପ, ଜନତା କର୍ଫ୍ୟୁ ପାଇଁ ଆସନ୍ତାକାଲି ବନ୍ଦ ରହିବ ଓଡ଼ିଶାର ସମସ୍ତ ପେଟ୍ରୋଲ ପମ୍ପ

ଆସନ୍ତାକାଲି ସାରା ଦେଶରେ ପାଳନ ହେବ ଜନତା କର୍ଫ୍ୟୁ। ଦେଶର ସମସ୍ତ ନାଗରିକ ଏହି ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ସକାଳ ୭ଟାରୁ ରାତି ୯ଟା ଯାଏଁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶର ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି…

ଆସନ୍ତାକାଲି ଜନତା କର୍ଫ୍ୟୁ: ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌, ବନ୍ଦ ରହିବ ୩ ହଜାର ୭ ଶହ ଟ୍ରେନ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଏହି ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌ । ଜନତା କର୍ଫ୍ୟୁ ପାଇଁ ଆସନ୍ତାକାଲି ବନ୍ଦ ରହିବ ୩ ହଜାର ୭ ଶହ ଟ୍ରେନ୍‌ । ୨୪ ଶହ ପାସେଞ୍ଜର ଓ ୧୩ ଶହ ଏକ୍ସପ୍ରେସ୍‌…