Below header

ରେଡ୍‌ ଡ୍ରେସ ପିନ୍ଧି ହଟ୍‌ ଅନ୍ଦାଜରେ ଉର୍ବଶୀ ରୌତେଲା କଲେ ଜବରଦସ୍ତ ଡ୍ୟାନ୍ସ , ବ୍ଲାଷ୍ଟ ହେଉଛି ସୋସିଆଲ୍ ମିଡିଆ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଆଦାଏଁ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍‌ ଜଣାଶୁଣା। ତାଙ୍କର ଷ୍ଟାଇଲିଷ୍ଟ ଅନ୍ଦାଜ୍‌ ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି। ଉର୍ବଶୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ପ୍ରତ୍ୟେକ ଦିନ ସେ କିଛି ନା କିଛି ଭିଡିଓ ଏବଂ ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରନ୍ତି। ନିକଟରେ ଉର୍ବଶୀ ରୌତେଲା ଏକ ସିଜଲିଙ୍ଗ୍‌ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

urbasiଏଥିରେ ରେଡ୍‌ କଲରର ଡ୍ରେସ୍‌ ପିନ୍ଧିଥିବା ନଜର ଆସୁଛନ୍ତି। ଏହି ଡ୍ରେସରେ ସେ ବହୁତ ହଟ୍‌ ଦିଶୁଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍ସ ଉର୍ବଶୀଙ୍କର ଏହି ଡ୍ୟାନ୍ସ ଭିଡିଓକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ଇନଷ୍ଟଗ୍ରାମରେ ୧୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଉର୍ବଶୀ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି।

ଏହାସହ ପଢନ୍ତୁ : ଅନୁଷ୍କା ସେୟାର କଲେ ନିଜର ହଟ୍‌ ଫଟୋ, ବିରାଟ କୋହଲୀ ଦେଲେ ଏପରି ରିୟାକସନ୍‌

ଅଭିନେତ୍ରୀ ଜଣଙ୍କ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି,‘ ଏବେ ତୁମେମାନେ ନିଜର ବିମାର ଦିଲ୍‌ ଭିଡିଓ ମୋତେ ସେୟାର କରି ଚ୍ୟାଲେଞ୍ଜକୁ ପୂରା କରିବ। ’ ଅଭିନେତ୍ରୀଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.