Below header

ପୁଣି ଇଣ୍ଟରନେଟରେ ଧମାଲ ମଚାଇଲେ ଦିଶା ପଟାନୀ, ମିନି ସ୍କର୍ଟରେ ଦେଖିବାକୁ ମିଳିଲା ହଟ୍ ଅନ୍ଦାଜ

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ନିକଟରେ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦିଶା ବେଶ ସେକ୍ସି ଅନ୍ଦାଜରେ ନଜର ଆସିଛନ୍ତି। ବ୍ଲୁ ଟପ୍ ଏବଂ ମିନି ସ୍କର୍ଟରେ ଦିଶା ପଟାନୀଙ୍କ ଖାସ୍ ଅନ୍ଦାଜ ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଦିଶା ସବୁବେଳେ ଆକ୍ଟିଭ ରୁହନ୍ତି। ଦିଶା ଏମିତି କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ଫ୍ଯାନ୍ ପାଗଳପ୍ରାୟ ହୋଇଯାଇଛନ୍ତି। ଏହି ଫଟୋଶୁଟ୍ ପାଇଁ ଦିଶା ବ୍ଲୁ କଲର ସେକ୍ସି ଟପ୍ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଟପ୍ ସହିତ ଡେନିମ କଲର ସ୍କର୍ଟ ପିନ୍ଧିଛନ୍ତି ଦିଶା। ବେଲ୍ଟ ଜାଗାରେ ଏକ ଚେନ୍ କ୍ଯାରି କରିଛନ୍ତି, ଯାହା ଦିଶାଙ୍କ ଲୁକକୁ ଅଧିକ ସେକ୍ସି ଲୁକ୍ ଦେଉଛି।

ସୂଚନାଯୋଗ୍ଯ, ଦିଶା ଫିଲ୍ମ ‘ରାଧେ: ମୋଷ୍ଟ ୱାଣ୍ଟେଡ ଭାଇ’ ରେ ନଜର ଆସିବେ। ଫିଲ୍ମରେ ସଲମାନ ଖାନ ଏବଂ ରଣଦୀପ ହୁଡ୍ଡା ପୁଣି ଏକାଠି ନଜର ଆସିବେ। ଦିଶା ‘ଏକ ଭିଲେନ ୨’ରେ ମଧ୍ୟ ନଜର ଆସିବେ। ଏଥିରେ ଜନଙ୍କ ସହିତ ସ୍କି୍ରନ ସେୟାର କରିବେ ଦିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.