Browsing Tag

disha patani

ଦିଶା ପଟାନୀଙ୍କ ଘରୁ ଗୁଳି ମାଡ଼ କରିଥିବା ଦୁଇ ସନ୍ଦିଗ୍ଧ ଏନକାଉଣ୍ଟରରେ ମୃତ, ପୋଲିସ କରିଥିଲା ୨୫୦୦ରୁ ଅଧିକ ସିସିଟିଭି…

ବରେଲି : ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବରେଲି ସ୍ଥିତ ଘର ଉପରେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ୟୁପି ଏସଟିଏଫର ନୋଏଡା ୟୁନିଟ୍, ହରିୟାଣା ଏସଟିଏଫ୍ ଏବଂ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ମିଳିତ ଟିମ୍ ଗାଜିଆବାଦର ଥାନା ଟେକ୍ନୋ…

ଦିଶା ପଟାନୀଙ୍କ ଘର ଉପରକୁ ଗୁଳିମାଡ଼, ଗୋଲ୍ଡି ବ୍ରାର କଲା ନିଜକୁ ଦାୟୀ

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶ ବରେଲି ସହରରେ ଥିବା ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଏହି ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ନିଜକୁ ଦାୟୀ କରିଛି । ଏହି ମାମଲାରେ ଅଭିନେତ୍ରୀ ଦିଶା ପଟାନିଙ୍କ ବାପାଙ୍କ ପ୍ରତ୍ରିକ୍ରିୟା ସାମ୍ନାକୁ…

ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପାଙ୍କ ସହ ହେଲା ଫ୍ରଡ୍, ହରାଇଛନ୍ତି ୨୫ ଲକ୍ଷ

ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପାଙ୍କ ସହ ଏକ ବଡ ଠକେଇ ହୋଇଛି । ୫ ଜଣିଆ ଏକ ଟିମ୍ ଅଭିନେତ୍ରୀଙ୍କ ବାପା ଜଗଦୀଶ ସିଂ ପାଟନୀଙ୍କୁ ଏକ ସରକାରୀ ଆୟୋଗରେ ଉଚ୍ଚ ପଦବୀ ଦେବାର ପ୍ରତିଶୃତି ଦେଇଥିଲେ । ଏନେଇ ଠକ ଦଳ ଅଭିନେତ୍ରୀଙ୍କ ବାପାଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲେ । ଅବସରପ୍ରାପ୍ତ…

ଦିଶାଙ୍କ ସହିତ ବ୍ରେକ ଅପ୍‌ ପରେ ଡେଟ୍‌ ପାଇଁ ନୂଆ ସାଥି ଖୋଜୁଛନ୍ତି ଟାଇଗର ଶ୍ରଫ, କଫି ଓ୍ଵିଥ କରନ ଶୋ’ରେ କଲେ ଖୁଲାସା

ଟାଇଗର ଏବଂ ଦିଶାଙ୍କ ବ୍ରେକଅପ୍‌ ନେଇ ଇଣ୍ଡଷ୍ଟ୍ରୀରେ ଏବେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ୬ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବ୍ରେକ ଅପ୍‌ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଟାଇଗର ଏମିତି କିଛି କହିଛନ୍ତି, ଯାହା ଦିଶାଙ୍କୁ…

ବଟନ୍ ନ ଦେଇ କ୍ରପ୍ ଟପ୍ ପିନ୍ଧି ଟ୍ରୋଲ ହେଲେ ଦିଶା ପାଟନୀ, ଲୋକେ କହିଲେ- ଦ୍ଵିତୀୟ ଉର୍ଫି ଜାଭେଦ

ବୋଲଡ ଓ ବିୟୁଟି ଫୁଲ ଦିଶା ପାଟନୀ ସବୁବେଳେ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ବିକିନି ଲୁକକୁ ଫ୍ୟାନ ଖୁବ ପସନ୍ଦ କରିଥାନ୍ତି। କିନ୍ତୁ ଦିଶା ଏବେ ଏମିତି ଡ୍ରେସ ପିନ୍ଧିଛନ୍ତି, ଯେଉଁଥିପାଇଁ ପ୍ରବଳ ଟ୍ରୋଲ ହେଉଛନ୍ତି। ନିକଟରେ ଦିଶାଙ୍କୁ ଏକ ସାଙ୍ଗ ସହ ପବ୍ଲିକ ପ୍ଲେସରେ…

ଅଲଗା ହୋଇନାହାନ୍ତି ଟାଇଗର ଶ୍ରଫ୍‌ ଓ ଦିଶା ପାଟନୀ, ଗୁଜବ ଥିଲା ବ୍ରେକ୍‌ଅପ୍‌ ଖବର

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଓ ଦିଶା ପାଟନୀଙ୍କ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ବିଭିନ୍ନ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଏହି ଯୋଡ଼ି ଅଲଗା ହୋଇଯାଇଛନ୍ତି। ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଛି। ଏହି ଖବର ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି। ଏହି କପଲ ଅଲଗା ହେବା ପଛର କାରଣ…

ସାମ୍ନାକୁ ଆସିଲା ଟାଇଗର ଏବଂ ଦିଶାଙ୍କ ବ୍ରେକ୍‌ଅପ୍‌ ପଛର କାରଣ, ଲିଭ୍‌-ଇନରେ ରହିବା ପରେ ବାହା ହେବାକୁ ମନା କଲେ…

ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବ୍ରେକ୍ଅପ୍ ଖବର ତାଙ୍କ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଛି। ଦୀର୍ଘ ୬ ବର୍ଷ ଧରି ଡେଟ୍ କରିବା ପରେ ହଠାତ୍ ଅଲଗା ହେବାର ନିଷ୍ପତ୍ତି କାହିଁକି ନେଲେ । ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ପ୍ରଶଂସକ । ବର୍ତ୍ତମାନ ସେମାନଙ୍କର ବ୍ରେକଅପ୍ ହେବାର…

ଟାଇଗର ଏବଂ ଦିଶାଙ୍କ ବ୍ରେକଅପ୍‌ ! ଭାଙ୍ଗିଗଲା କି ୬ ବର୍ଷର ସଂପର୍କ

ଟାଇଗର ଶ୍ରଫ ଏବଂ ଦିଶାଙ୍କ ଫ୍ୟାନ୍ସଙ୍କ ପାଇଁ ଅଶୁଭ ଖବର। ଦୁହେଁ ଏବେ ସଂପର୍କ ଭାଙ୍ଗିବାକୁ ଯାଉଛନ୍ତି। ଟାଇଗର ଏବଂ ଦିଶା ପରସ୍ପରକୁ ୬ ବର୍ଷ ହେଲାଣି ଡେଟ୍‌ କରୁଛନ୍ତି। କିନ୍ତୁ ଏବେ ଶୁଣିବାକୁ ମିଳୁଛି କି, ଦୁହେଁ ବ୍ରେକଅପ୍‌ କରିବାକୁ ଯାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରଲ…

‘ପୁଷ୍ପା ୨’ର ଆଇଟମ୍‌ ଗୀତରେ ସାମନ୍ଥାଙ୍କୁ ରିପ୍ଲେସ୍‌ କରିବେ ଏହି ଅଭିନେତ୍ରୀ, ସ୍ପଷ୍ଟ କଲେ ନିର୍ମାତା

ଅଲ୍‌ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ସୁପରହିଟ୍‌ ହୋଇଛି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ମୋଟା ଅଙ୍କର ରୋଜଗାର କରିଛି। ସିନେମା ହଲ୍‌ ପରେ ଏବେ ଓଟିଟିରେ ବି ପୁଷ୍କାକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି। ପୁଷ୍କାରେ ଅଲ୍ଲୁଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏବେ ଫିଲ୍ମର…

ଥରେ କି ଦୁଇଥର ନୁହେଁ ୫ଥର ୮୦ କେଜି ଓଜନ ଉଠାଇଲେ ଦିଶା, ଭିଡିଓ ଦେଖି ପ୍ରେମିକଙ୍କର ବୋହିଗଲା ଝାଳ

ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ତଥା ଫିଟନେସ ଆଇକନ ଦିଶା ପଟାନୀ ପୁଣି ଚର୍ଚ୍ଚାରେ। ଏଥର କିନ୍ତୁ ନିଜର ହଟନେସ, ବୋଲ୍ଡ ଅନ୍ଦାଜ କିମ୍ବା ପ୍ରେମ ସମ୍ପର୍କକୁ ନେଇ ନୁହେଁ ବରଂ ନିଜର ଏକ୍ସରସାଇଜକୁ ନେଇ । ନିଜର ହଟ୍ ଫିଗର ପାଇଁ ଜିମରେ ଝାଳ ବୁହାଉଥିବାର ନଜର ଆସିଛନ୍ତି ଦିଶା ପଟାନୀ ।…

କିଆରା ନୁହେଁ ଦିଶାଙ୍କ ସହିତ ରୋମାନ୍ସ କରିବେ ସିଦ୍ଧାର୍ଥ, କରନ ଜୋହର ସେୟାର କଲେ ଫଟୋ

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିକଟରେ ଫିଲ୍ମ ‘ଯୋଦ୍ଧା’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଆଙ୍ଗ୍ରି ଲୁକ୍‌ରେ ନଜର ଆସିବେ। କରନ ଜୋହରଙ୍କ ପ୍ରଡକ୍ସନ ହାଉସ୍‌ ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମରେ ଲିଡ୍‌ ଅଭିନେତ୍ରୀ ନଜର ଆସିବେ ଦିଶା…

ପବନରେ ଜବରଦସ୍ତ ଷ୍ଟଣ୍ଟ କରି ଟାଇଗର ଶ୍ରଫଙ୍କୁ ବି ପଛରେ ପକେଇଦେଲେ ଦିଶା ପଟାନି, ଫ୍ୟାନ୍ସ କରୁଛନ୍ତି ଏମିତି ତାରିଫ

ଆପଣ ସାଧାରଣତଃ ହିରୋ ମାନଙ୍କୁ ଖତରନାକ ଷ୍ଟଣ୍ଟ କିମ୍ବା କୌଣସି ଆକ୍ସନ କରୁଥିବାର ଦେଖିଥିବେ । ଏଭଳି ଦୁଃସାହସିକ କାମ କେବଳ ପୁରୁଷ ମାନେ କରିପାରନ୍ତି ବୋଲି ଧାରଣା ରହିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଲିଉଡରେ ଏମିତି ଜଣେ ହିରୋଇନ ଅଛନ୍ତି ଯିଏ ନିଜ ମାର୍ସିଆଲ ଆର୍ଟ ଷ୍ଟଣ୍ଟ ପାଇଁ…