Below header

ଜ୍ୟାକଲିନଙ୍କ ଟପଲେସ ଫଟୋ ଇଣ୍ଟରନେଟରେ ଭାଇରଲ, ଫଟୋ ଦେଖି ଫ୍ୟାନ ହେଲେ ପାଗଳ

ବଲିଉଡର ଆଗଧାଡିର ନାୟିକା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅଭିନୟ ଛଡା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାଆନ୍ତି। ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେମିତି କୋଟି କୋଟି ହୃଦୟ ମଧ୍ୟ ଜିତିଥାନ୍ତି ଏହି ନାୟିକା। ବିଭିନ୍ନ ସମୟରେ ତାଙ୍କ ହଟ ଫଟୋ ସେୟାର କରି ପ୍ରଶଂସକଙ୍କୁ ପାଗଳ କରିଦିଅନ୍ତି। ଏବେ ଇନଷ୍ଟାଗ୍ରାମରେ ଜ୍ୟାକଲିନଙ୍କର ରହିଛନ୍ତି ୪୬ ମିଲିଅନ ଫଲୋୟର୍ସ।

ନିକଟରେ ଜ୍ୟାକଲିନ ଏମିତି ଏକ ଫଟୋ ସେୟାର କରିଛନ୍ତି, ଯାହା ଖୁବ ଭାଇରଲ ହୋଇଛି। ଏଥିରେ ଜ୍ୟାକଲିନଙ୍କ ଟପଲେସ ଅବତାର ଦେଖିବାକୁ ମିଳିଛି। ହାତରେ ଫୁଲତୋଡା ଧରି ଟପଲେସ ଅବସ୍ଥାରେ ଦେଖାଯାଇଛନ୍ତି ଜ୍ୟାକଲିନ। ଆଉ ଏହାକୁ ଦେଖିବା ପରେ ପ୍ରଶଂସକ ଖୁବ୍‌ କମେଣ୍ଟ କରିଛନ୍ତି। ଇନଷ୍ଟାରେ ଜ୍ୟାକଲିନଙ୍କର ଏହି ବୋଲ୍ଡ ଫଟୋ ଦେଖି ଫ୍ୟାନ୍ସ ପାଗଳ ହୋଇଯାଇଛି।

 

View this post on Instagram

 

Love you, thank you ❤️

A post shared by Jacqueline Fernandez (@jacquelinef143) on

ସୂଚନାଯୋଗ୍ୟ, ଖୁବଶୀଘ୍ର ଜ୍ୟାକଲିନ ହରର କମେଡି ଫିଲ୍ମ ‘ ଭୂତ ପୋଲିସ’ ନଜର ଆସିବେ। ଯାହାର ନିର୍ଦ୍ଦେଶନା ପଓ୍ଵନ କୃପଲାନୀ କରୁଛନ୍ତି। ପୂର୍ବରୁ ସେ ରାଗିନୀ ଏମଏମଏସ ଭଳି ଫିଲ୍‌ ନିର୍ଦ୍ଦେଶନା ଦେଇସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.