Below header

‘ଗୁଡ୍‌ନ୍ୟୁଜ୍‌’ ରିଲିଜ୍‌ ହେବା ପରେ ଏବେ ସ୍ୱିଜରଲ୍ୟାଣ୍ଡ୍‌ରେ ପରିବାର ସହ ଛୁଟି କାଟୁଛନ୍ତି କରୀନା କପୁର, ଦେଖନ୍ତୁ ଫଟୋ

ଫିଲ୍ମ ଗୁଡ୍‌ନ୍ୟୁଜ୍‌ ରିଲିଜ୍‌ ହେବା ପରେ ଏବେ ଅଭିନେତ୍ରୀ କରୀନା କପୁର ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌, ପୁଅ ତୈମୁରଙ୍କ ସହ ଛୁଟି କାଟିବାକୁ ବାହାରିଯାଇଛନ୍ତି। ସେ ସ୍ୱିଜରଲ୍ୟାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପରିବାର ସହ ଯାଇଛନ୍ତି। ତାଙ୍କ ସହ ଭଉଣୀ କରିସ୍ମା କପୁର ମଧ୍ୟ ଗସ୍ତ କରିଛନ୍ତି। ପରିବାର ସହ ଛୁଟି କାଟୁଥିବା କରୀନା ବରଫାବୃତ୍ତ ସ୍ୱିଜରଲ୍ୟାଣ୍ଡରୁ କେତେକ ଫଟୋ ସେୟାର କରିଛନ୍ତି।

ଦେଖନ୍ତୁ ଫଟୋ:

 

View this post on Instagram

 

It’s all Good News ! ❄️⛄️ . #familytime #familyfun @therealkarismakapoor

A post shared by Kareena Kapoor Khan (@therealkareenakapoor) on

ଉଭୟ କରୀନା ଓ କରିସ୍ମା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋକୁ ସେୟାର କରିଛନ୍ତି।

 

View this post on Instagram

 

It’s all Good News ! ❄️⛄️ . #familytime #familyfun @therealkarismakapoor

A post shared by Kareena Kapoor Khan (@therealkareenakapoor) on

ଏହି ଫଟୋକୁ ସେୟାର କରି କରୀନା ଲେଖିଛନ୍ତି ଏସବୁ ଗୁଡ୍‌ନ୍ୟୁଜ୍‌। କରୀନାଙ୍କ ଏହି ଫଟୋରେ ଫ୍ୟାନ୍‌ମାନେ ଖୁବ୍‌ କମେଣ୍ଟ କରୁଛନ୍ତି।

 

View this post on Instagram

 

Holiday vibes ❤️❤️

A post shared by Kareena Kapoor Khan (@therealkareenakapoor) on

ଏହି ଫଟୋରେ ତୈମୁର ଏକ ରେଡ୍‌ କଲର ଜ୍ୟାକେଟ୍‌ ସହ କ୍ୟାପ୍‌ ପିନ୍ଧିଥିବା ବେଳେ କରୀନା ଫ୍ଲୋରାଲ୍‌ ପ୍ରିଣ୍ଟର ଜ୍ୟାକେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.