ଧୁମ୍ ମଚାଇଲା ‘କ୍ଯାପଟେନ ଇଣ୍ଡିଆ’ର ଫାଷ୍ଟ ଲୁକ୍, ନୂଆ ଅବତାରରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ଯନ

ଅଭିନେତା କାର୍ତ୍ତିକ ଆର୍ଯ୍ଯନ ଅପକମିଂ ଫିଲ୍ମ ‘କ୍ଯାପଟେନ ଇଣ୍ଡିଆ’ର ନଜର ଆସିବେ। କାର୍ତ୍ତିକ କହିଛନ୍ତି, କ୍ଯାପଟେନ ଇଣ୍ଡିଆ ସମାନ ଭାବେ ପ୍ରେରଣାଦାୟକ ଏବଂ ରୋମାଞ୍ଚକାରୀ। ଦେଶର ଐତିହାସିକ ଅଧ୍ୟାୟର ଭାଗ ନେବା ପାଇଁ ବହୁତ ଗର୍ବ ଏବଂ ସମ୍ମାନିତ ଅନୁଭବ କରୁଛି।

 

View this post on Instagram

 

A post shared by KARTIK AARYAN (@kartikaaryan)


ଫିଲ୍ମଟି ରୋନୀ ସ୍କ୍ରୁବାଲା ଏବଂ ହରମନ ବାଓେ୍ବଜା ଦ୍ବାରା ନିର୍ମିତ ଏକ ଆକ୍ସନ- ଡ୍ରାମା ଫିଲ୍ମ। କାର୍ତ୍ତୀକ ଆର୍ଯ୍ଯନ ଏହି ଫିଲ୍ମରେ କାମ କରିବାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି। ଏଥିରେ କାର୍ତ୍ତିକ ଜଣେ ପାଇଲଟ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.