କରୋନା ଡରରେ ଘରେ ବନ୍ଦୀ ଥିବା ବଲିଉଡ୍‌ ସେଲିବ୍ରିଟି ଏମିତି ବିତାଉଛନ୍ତି ସମୟ, ଦେଖନ୍ତୁ ଫଟୋ

କରୋନା ଭାଇରସ୍‌ ଡରରେ ଏବେ ସାରା ଦୁନିଆ ଘର ଭିତରେ ନିଜକୁ କଏଦ କରି ରଖିଛି। କେବଳ ସାଧାରଣ ଲୋକ ନୁହେଁ, ସେଲିବ୍ରିଟିମାନେ ମଧ୍ୟ କରୋନା ଭୟରେ ଘରୁ ବାହାରୁ ନାହାନ୍ତି। ଫିଲ୍ମ ଷ୍ଟାରମାନେ ଏବେ ସୁଟିଂ ବନ୍ଦ କରି ନିଜର ସବୁକାମ ଘରେ ହିଁ କରୁଛନ୍ତି।

 

View this post on Instagram

 

A post shared by Kareena Kapoor Khan (@therealkareenakapoor) on

 

View this post on Instagram

 

❤️❤️❤️❤️ . . . . . @kareenakapoorkhan

A post shared by Kareena Kapoor Khan (@therealkareenakapoor) on

କ୍ୟାଟ୍ରିନା କୈଫ୍‌ ଘରେ ଜିମ୍‌ କରୁଥିବା ବେଳେ କରୀନା ଫୋନ୍‌ରେ ସମୟ ବିତାଉଛନ୍ତି।

ସେହିପରି ପ୍ରତିଦିନ ଯୋଗ କ୍ଲାସ ଯାଉଥିବା ମଲାଇକା ଏବେ ଘରେ ବସି ବସି ସମୟ କାଟୁଛନ୍ତି।

 

View this post on Instagram

 

Love in the time of corona #covıd19 #selfquarantine #caspernme….. stay safe everyone😷… thank u my arhaan for the pic

A post shared by Malaika Arora (@malaikaaroraofficial) on

କେବଳ ଏମାନେ ନୁହେଁ, ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଏବେ ଘରେ ହିଁ ନିଜକୁ ସୁରକ୍ଷିତ ରଖୁଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଆସନ୍ତୁ ଦେଖିବା ଫିଲ୍ମ ଷ୍ଟାରମାନେ କରୋନା ଭୟରେ ଘରେ କ’ଣ କ’ଣ କରୁଛନ୍ତି…

 

View this post on Instagram

 

Being home🏡📖✨💜 #TheMinistryOfUtmostHappiness #ArundhatiRoy

A post shared by Shraddha (@shraddhakapoor) on

 

View this post on Instagram

 

Taking a break from everything and chilling at home. Spending time with family. #stayhomestaysafe

A post shared by BADSHAH (@badboyshah) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.