ଇଏ ହେଉଛନ୍ତି ବାଂଲାଦେଶର ସନ୍ନି ଲିଓନି ଯିଏକି ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ

ବାଂଲାଦେଶର ନାଇଲା ନଇମ ନିଜର ବୋଲଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏହାସହିତ ତାଙ୍କୁ ନିଜ ଦେଶର ସନ୍ନି ଲିଓନି ବୋଲି ମଧ୍ୟ କୁହାଯାଇଥାଏ କାରଣ ସେ ସବୁବେଳେ ବୋଲଡ ଓ ହଟ ରୂପେ ଦେଖିବାକୁ ମିଳିଥାନ୍ତି ।

Image result for naila nayem

 

ଭାରତ ଓ ବାଂଲାଦେଶର ମ୍ୟାଚରେ ବହୁତ ଆଗ୍ରହ ଦେଖାଇ ସମସ୍ତ କାମ ଛାଡି ସେ ମ୍ୟାଚ ଦେଖିବାପାଇଁ ଆସିଥିଲେ ।

Image result for naila nayem

ନାଇଲା ନଇମ ବାଂଲାଦେଶର ଜଣେ ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ । ତାଙ୍କର ହଟ ଓ ନ୍ୟୁଡ ଫାଟୋସୁଟ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ । ଯେଉଁ କାରଣରୁ ତାଙ୍କୁ ବାଂଲାଦେଶର ସନ୍ନି ଲିଓନି ବୋଲି କୁହାଯାଇଥାଏ । ସେ ଅନେକ ଚଳଚ୍ଚିତ୍ରରେ ଆଇଟମ ସଙ୍ଗ ଦେଇସାରିଛନ୍ତି ଏବଂ ନିଜର ଅନ୍ଦାଜ ଓ ଆକ୍ଟିଙ୍ଗ ଦେଖାଇ ସେ ଦର୍ଶକଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.