Below header

ଏଭରଗ୍ରୀନ୍‌ ନାୟିକା ରେଖାଙ୍କ ଲାଟେଷ୍ଟ ଭିଡିଓ ଭାଇରାଲ, ହଟ୍‌ ଅନ୍ଦାଜରେ ନଜର ଆସିଲେ ୮୦ ଦଶକର ହିରୋଇନ୍‌

ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ ରେଖାଙ୍କ ଫ୍ୟାନ୍‌ ତାଲିକା ଏତେ ଲମ୍ବା ଯେ ଥରେ ଆରମ୍ଭ କଲେ ସରିବାକୁ ଢେର ସମୟ ଲାଗିବ। ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରରେ ଥିବା ରେଖା ସୋସିଆଲ ମିଡିଆରେ କିନ୍ତୁ ପ୍ରାୟ ସମୟ ଆକ୍ଟିଭ୍‌ ରହିଥାନ୍ତି। ମଝିରେ ମଝିରେ ରେଖା ନିଜ ଫ୍ୟାନ୍‌ଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ସହ ଅପ୍‌ଡେଟ୍‌ ମଧ୍ୟ ଦେଇଥାନ୍ତି। ଯାହାକୁ ଫ୍ୟାନ୍‌ମାନେ ଚାତକ ଭଳି ଚାହିଁ ରହିଥାନ୍ତି।

Image result for rekha

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ କେତେକ ଲାଟେଷ୍ଟ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ରେଖା ଖୁବ୍‌ ସୁନ୍ଦର ଲାଗୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ରେଖାଙ୍କ ଫଟୋକୁ ଖୁବ୍‌ ପ୍ରଶଂସା ମିଳୁଛି। ୬୦ ଟପିଥିଲେ ବି ରେଖାଙ୍କ ଯୁବସୁଲଭ ଅନ୍ଦାଜ ଏବେ ବି ଫ୍ୟାନ୍‌ଙ୍କୁ ତାଙ୍କ ଆଡ଼କୁ ଧ୍ୟାନ ଆକର୍ଷିତ କରିବାକୁ ବାଧ୍ୟ କରେ।

 

View this post on Instagram

 

Tb

A post shared by Bhanurekha (@rekha_the_actress) on

 

View this post on Instagram

 

With my favorite 💐

A post shared by Bhanurekha (@rekha_the_actress) on

 

View this post on Instagram

 

A post shared by Bhanurekha (@rekha_the_actress) on

Video Courtesy: YRF

ଅଶୀ ନବେ ଦଶକରେ ରେଖାଙ୍କ ନାଁରେ ଫିଲ୍ମ ଚାଲୁଥିଲା। ସେତେବେଳେ ରେଖା ଥିଲେ ନମ୍ବର ଓ୍ଵାନ୍‌ ଅଭିନେତ୍ରୀ। ସେ ସମୟରେ ରେଖା ସବୁ ଅଭିନେତାଙ୍କ ସହ ସ୍କ୍ରିନ୍‌ ସେୟାର କରିଥିଲେ। ମାତ୍ର ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଯୋଡ଼ି ସୁପରହିଟ୍‌ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.