Below header

ଜୟଦେବ ପୁରସ୍କାର ପ୍ରାପ୍ତ ଓଡ଼ିଆ ଫିଲ୍ମ ନିର୍ମାତା ସାରଦା ପ୍ରସନ୍ନ ନାୟକଙ୍କ ପରଲୋକ

ଓଡ଼ିଆ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଅଭିନେତା ତଥା ଗୀତିକାର ସାରଦା ପ୍ରସନ୍ନ ନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିବା ନେଇ ସୂଚନା  । ୨୦୧୩ରେ ଓଡ଼ିଆ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜାତୀୟ ପୁରସ୍କାର ପ୍ରାପ୍ତ “ଲକ୍ଷ୍ମୀ” ସିନେମାର ନିର୍ଦ୍ଦେଶନା ଦେଇଥିଲେ । କା, ସ୍ତ୍ରୀ, ସଂସାର ପରି ଲୋକପ୍ରିୟ ସିନେମାର ସଂଳାପ ଲେଖକ, ଗୀତିକାର ଥିଲେ । କହିରଖିବା ଉଚିତ ହେବ ଯେ, ଶ୍ରୀ ନାୟକ ଅଭିନେତ୍ରୀ ପାର୍ବତୀ ଘୋଷ ଓ ସ୍ୱରୂପ ନାୟକଙ୍କ ବଡ ଭାଇ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.