Below header

କ୍ୟାମେରା ଧରିଲା ପ୍ରିୟଙ୍କାଙ୍କ ସତ : ଶେଷ ହୋଇଛି ଦେଶୀ ଗର୍ଲଙ୍କ ନିର୍ବନ୍ଧ

କ୍ୟାମେରା ଧରିଲା ପ୍ରିୟଙ୍କାଙ୍କ ସତ । ନିକଙ୍କ ସହ ଶେଷ ହୋଇଛି ଦେଶୀ ଗର୍ଲଙ୍କ ନିର୍ବନ୍ଧ । ଏୟାରପୋର୍ଟରୁ ପ୍ରିୟଙ୍କା ବାହାରିବା ସମୟରେ ନିଜ ମୁଦିକୁ ପକେଟରେ ଲୁଚାଉଥିବାର କ୍ୟାମେରାରେ ଧରାପଡିଯାଇଛି । ବାମ ହାତରୁ ମୁଦିଟି ବାହାରକରି ଜିନ୍ସ ପକେଟରେ ଲୁଚାଉଥିବାର ଭିଡିଓରେ ଦେଖାଯାଇଛି ।

ନିକଟରେ ନିଜ ୩୬ତମ ଜନ୍ମଦିନ ନିକଙ୍କ ସହ ପାଳନ କରିଛନ୍ତି । ଏହି ସମୟରେ ସେ ଏବଂ ନିକ୍ ପରସ୍ପରକୁ ମୁଦି ପିନ୍ଧାଇଥିଲେ । ଶୁଣାଯାଉଛି ଏହି ସମ୍ପର୍କକୁ ନେଇ ଖୁବ୍ ସିରିୟସ୍ ଅଛନ୍ତି ନିକ୍ । ଅନ୍ୟପଟେ ନିକଙ୍କ ସହ ନିର୍ବନ୍ଧ କରିବା ପାଇଁ ପ୍ରିୟଙ୍କା , ସଲମାନଙ୍କ ସିନେମା ଭାରତ ଛାଡିଥିବାର ଶୁଣିବାକୁ ମିଳିଥିଲା। ଯେଉଁଥିପାଇଁ ଦେଶୀଗର୍ଲଙ୍କ ଉପରେ କ୍ଷୁବ୍ଧ ଅଛନ୍ତି ଭାଇଜାନ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.