ମହେଶ ମଞ୍ଜରେକରଙ୍କ ଝିଅ ଅଶ୍ବମୀଙ୍କୁ ବଲିଉଡରେ ଲଞ୍ଚ କରିବେ ସୁଲତାନ ସଲମାନ୍

ବଲିଉଡ୍ ସୁଲତାନ ସଲମାନ୍ ଖାନ୍ ସବୁବେଳେ ନବାଗତ ମାନଙ୍କୁ ଡେବ୍ୟୁ କରିବାର ଚାନ୍ସ ଦେଇଥାନ୍ତି । ଏହି ପରିପେକ୍ଷୀରେ ଏବେ ଶୁଣିବାକୁ ମିଳୁଛି ଯେ ସଲମାନ୍ ନିର୍ଦ୍ଦେଶକ ଏବଂ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ଅଶ୍ବମୀଙ୍କୁ ବଲିଉଡରେ ଲଞ୍ଚ କରିବେ।
ତେବେ ମହେଶ ମଞ୍ଜରେକର ସଲମାନଙ୍କ ସହିତ ଅନେକ ଫିଲ୍ମ ମିଶିକି କାମ କରିଛନ୍ତି ।

maheshଯେପରିକି ‘ରେଡି’,‘ଜୟ ହୋ’,‘ବଡିଗାର୍ଡ’,‘ଦବଙ୍ଗ’,‘ଦବଙ୍ଗ-୨’। ସଲମାନ କିଛି ଦିନ ପୂର୍ବରୁ ମହେଶ ମଞ୍ଜରେକରଙ୍କ ପୁଅ ସତ୍ୟାଙ୍କୁ ଲଞ୍ଚ କରିବାକୁ କହିଥିବାବେଳେ ଏବେ ତାଙ୍କ ଝିଅ ଅଶ୍ବାମୀଙ୍କୁ ସୁଯୋଗ ଦେବାକୁ ଯାଉଛନ୍ତି।

Leave A Reply

Your email address will not be published.