ସପନା ଚୌଧୁରୀଙ୍କ ‘ଟୁକୁରୁ ଟୁକୁରୁ ଦେଖତେ ହୋ କ୍ୟା’ ଭିଡ଼ିଓ ଭାଇରାଲ , ଦେଖନ୍ତୁ କେମିତି ଚାହାଣିରେ କରୁଛନ୍ତି ଘାୟଲ୍

ସୋସିଆଲ ମିଡ଼ିଆରେ ନିଜ ଭିନ୍ନ ଭିନ୍ନ ଭିଡ଼ିଓ ଛାଡ଼ି ବେଶ୍‌ ଚର୍ଚ୍ଚା ସାଉଣ୍ଟୁଛନ୍ତି ହରିୟାନାର ଝିଅ ସପନା ଚୌଧୁରୀ। ବଲିଉଡ଼ରେ ଡେବ୍ୟୁ କରି ସାରିଥିବା ସପନା ଏବେ ତାଙ୍କର ୨ଟି ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଯାହା ବେଶ୍‌ ଭାଇରାଲ ହୋଇଛି। ମୁଖ୍ୟତଃ ଯୁବ ବର୍ଗ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି।

 

View this post on Instagram

 

New #tiktok video 😍😍 @itssapnachoudhary @karan.mirza #sapnachoudhary #sapnachaudhary

A post shared by Sapna Choudhary (@isapnachaudhary) on

ସପନା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ୨ଟି ଭିଡ଼ିଓ ଅପ୍‌ଲୋଡ଼ କରିଛନ୍ତି। ଗୋଟିଏ ଭିଡ଼ିଓରେ ସେ ଏକ ପଞ୍ଜାବୀ ଗୀତରେ ନିଜର ଠୁମକା ଦେଖାଉଛନ୍ତି। ଆଉ ଅନ୍ୟ ଏକ ଭିଡ଼ିଓରେ ସେ ‘ଟୁକୁରୁ ଟୁକୁରୁ ଦେଖତେ ହୋ କ୍ୟା’ ଗୀତରେ ନିଜର ଚାହାଣି ଦେଖାଇଛନ୍ତି । ଯାହାକୁ ଲୋକେ ଖୁବ୍‌ ପ୍ରଶଂସା କରୁଥିବାବେଳେ ତାଙ୍କ ଫ୍ୟାନ୍‌ମାନେ ଏହି ଭିଡିଓକୁ ଖୁବ୍‌ ଲାଇକ୍‌ କରୁଛନ୍ତି।

 

View this post on Instagram

 

New #tiktok video 😍😍 @itssapnachoudhary @karan.mirza #sapnachoudhary #sapnachaudhary

A post shared by Sapna Choudhary (@isapnachaudhary) on

ପୂର୍ବରୁ ସପନା ପଞ୍ଜାବୀ, ହରିୟାନା, ଭୋଜପୁରୀ ଫିଲ୍ମ କାମ କରି ନିଜ କମାଲ ଦେଖାଇ ସାରିଛନ୍ତି । ସେ ଜଣେ ଭଲ ଅଭିନେତ୍ରୀ ହେବା ସହିତ ସିଙ୍ଗର ଓ ଡ୍ୟାନ୍ସର ମଧ୍ୟ। ତେବେ ‘ବିଗ୍‌ ବସ୍‌’ ରେ ଏଣ୍ଟ୍ରି ପରେ ସପନାଙ୍କ ଲୋକପ୍ରିୟତା ଆହୁରି ବଢି ଯାଇଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.