କଙ୍ଗନା ରାଣାଓ୍ଵତଙ୍କ ପର୍ଣ୍ଣ ବୟାନରେ ସନି ଲିଓନି ଦେଲେ ଏପରି ଜବାବ, ଜାଣନ୍ତୁ କଣ ସେହି ରିଆକସନ୍‌

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଏବେ ପୂରା ବଲିଉଡ୍‌ ଟାର୍ଗେଟରେ ଆସିଯାଇଛନ୍ତି। ସେମାନେ ଡ୍ରଗ୍ସ ବିବାଦକୁ ନେଇ ରିଆକ୍ଟ କରୁଛନ୍ତି କିନ୍ତୁ ଗୋଟିଏ ଏକ ନିର୍ଦ୍ଧିଷ୍ଟ କଥାରେ ପୂରା ବଲିଉଡ୍‌ ତାଙ୍କୁ ଘେରିବାକୁ ଚେଷ୍ଟା କରୁଛି।

କଙ୍ଗନା ରାଣାଓ୍ଵତ ନିକଟରେ ଦେଇଥିବା ଏକ ବୟାନରେ ଉର୍ମିଳାକୁ ସଫ୍ଟ ପର୍ନ ଷ୍ଟାର ବନାଇଦେଇଥିଲେ। ସେହିପରି ସେ ଏକ ଟ୍ଵିଟ ମାଧ୍ୟମରେ ବି ଆକ୍ଟ୍ରେସ ସନି ଲିଓନିଙ୍କ କଥା କହିଥିଲେ। ଏବେ କିନ୍ତୁ କଙ୍ଗନାଙ୍କ ସେହି ଟ୍ଵିଟର ଜବାବ ଦେଇଛନ୍ତି ସନି ଲିଓନି। ସୋସିଆଲ ମିଡିଆରେ କେବଳ ନିଜର ଫ୍ୟାମିଲି ସହିତ ଫଟୋ ସେୟାର କରୁଥିବା ସନି ଲିଓନି ଏଥର ନିଜର ବିଚାର ଖୋଲାଖୋଲି ଭାବେ ରଖିଛନ୍ତି।

ସନି କଙ୍ଗନାଙ୍କ ନାମ ନ ନେଇ ସୁଦ୍ଧା ତାଙ୍କୁ ଟାର୍ଗେଟରେ ରଖି କହିଛନ୍ତି। ସନିଙ୍କ କହିଛନ୍ତି ଯେ,  ‘କଙ୍ଗନାଙ୍କୁ ତାଙ୍କ ବିଷୟରେ କିଛି ଜଣାନାହିଁ, କିନ୍ତୁ ସବୁଠୁ ଅଧିକା ସେ ହିଁ କହୁଛନ୍ତି।’

ତେବେ ସନିଙ୍କ ଫ୍ୟାନ୍ସ ତାଙ୍କୁ ସପୋର୍ଟ କରୁଥିବାର ଦେଖିବାକୁ ମିଳୁଛି। କଙ୍ଗନାଙ୍କୁ ସନିଙ୍କର ସିଧା ଜବାବ ତାଙ୍କର ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି। ସେମାନେ କମେଣ୍ଟ ବକ୍ସରେ ସନିଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।

kanganaaaଏବେ ଖାଲି ଦେଖିବାକୁ ବାକି ରହିଲା ସନିଙ୍କର ଏହି ବୟାନରେ କଙ୍ଗନା କଣ ରିଆକ୍ଟ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ବଲିଉଡ କଳାକାର ତାଙ୍କୁ ସିଧା ଟାର୍ଗେଟ କରିଥିଲେ ତେବେ ସେହି ସମସ୍ତଙ୍କୁ ଆକ୍ଟ୍ରେସ ମୁହଁତୋଡ୍‌ ଜବାବ ଦେଇଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କଙ୍ଗନା ରାଣାଓ୍ଵତ ଏହି ସମୟରେ କେବଳ ବଲିଉଡ୍‌ ସହିତ ଲଢ଼େଇ କରୁନାହାଁନ୍ତି। ବରଂ ନିଜ ଟ୍ଵିଟସ୍‌ ଜରିଆରେ ଲଗାତର ଉଦ୍ଧବ ଠାକରେ ସରକାରଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.