Below header

ଟିକଟକ୍ ରେ ଏହି ୧୦ଟି ଭିଡିଓ ଖୁବ୍ ହେଉଛି ଭାଇରାଲ, ଥରେ ନିହାତି ଦେଖନ୍ତୁ

ଟିକଟକରେ ପ୍ରତିଦିନ ବିଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଲୋକେ ଖୁବ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି । ଏହି ଭିଡିଓ ମାନଙ୍କ ମଧ୍ଯରେ କିଛି ଏମିତି ମଜାଳିଆ ଭିଡିଓ ଥାଏ ଯାହା କିଛି ଘଣ୍ଟା ଭିତରେ ଭାଇରାଲ ହୋଇଯାଇଥାଏ । ଭିଡିଓକୁ ଦେଖି ଲାଗିଥାଏ କି ଜଣେ ସାଧାରଣ ଲୋକ ହିଁ ପ୍ରକ୍ରୁତରେ ଷ୍ଟାର । ତେବେ ଆସନ୍ତୁ ଦେଖିବା ଟିକଟକର ୧୦ଟି ଏମିତି ଭିଡିଓ ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଟିକଟକରେ କଖାରୁରୁ ଗଣେଶଙ୍କ ପ୍ରତିଛବି :

ଜଣେ ବ୍ଯକ୍ତି ଭିନ୍ନ ଧରଣର ଭିଡିଓ କରିଛନ୍ତି । ବ୍ଯକ୍ତି ଜଣଙ୍କ ଏକ କଖାରୁକୁ ଛୁରୀରେ କାଟି ଗଣେଶ ପ୍ରସ୍ତୁତ କରିଛନ୍ତି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

ଦେଖନ୍ତୁ ଭିଡିଓ :

ଫୁଟବଲ ମେସିନର ଭିଡିଓ ହେଲା ଭାଇରାଲ୍ :

ଫୁଟବଲର କ୍ରେଜ୍ ଯୁବକ ମାନଙ୍କ ଭିତରେ ବହୁତ ରହିଛି । ଭାରତରେ କ୍ରିକେଟ ପରେ ଫୁଟବଲକୁ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି । ଟିକଟକରେ ଏହି ଫୁଟବଲ୍ ପ୍ରାକଟିସ୍ ର ଭିଡିଓ ଟପ୍ ଟ୍ରେଣ୍ଡ କରୁଛି । ଏହି ଭିଡିଓରେ ମେସିନ୍ ଜରିଆରେ ଖେଳାଳି ପ୍ରାକ୍ଟିସ୍ କରୁଛନ୍ତି ।

ଦେଖନ୍ତୁ ଭିଡିଓ :

ତାରା କାହିଁକି ଚମକିଥାଏ:

ଏହି ଫନି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଷ୍ଟୁଡେଣ୍ଟ ପଚାରୁଛି କି ତାରା କାହିଁକି ଚମକିଥାଏ । ଯେଉଁ ପ୍ରଶ୍ନର ଉତ୍ତରରେ ବ୍ଯକ୍ତି ଜଣଙ୍କ କହୁଛନ୍ତି କି କଣ ତୁମେ ସାଇନ୍ସ ନେଇଥିଲ। ଯାହାପରେ ଷ୍ଟୁଡେଣ୍ଟ ଏବଂ ବ୍ଯକ୍ତି ଜଣଙ୍କ ଭିତରେ ଏମିତି କଥା ହେଲା ଯାହାପରେ ଆପଣ ହସି ହସି ଗଡିଯିବେ ।

ଦେଖନ୍ତୁ ଏହି ଭିଡିଓ:

ମାଛକୁ ଖାଇବା ଦେଉଥିବାର ଏହି ଭିଡିଓ ହେଉଛି ଭାଇରାଲ :

ଏହି ଭିଡିଓଟି ଖୁବ୍ ଭାଇରାଲ ହୋଇଛି। ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଭିଡିଓ ଜଣେ ଯୁବକ ମାଛଟିକୁ ଖାଇବାକୁ ଦେବାବେଳେ ହଠାତ୍ ସେହି ସମୟରେ ଅସଂଖ୍ଯ ମାଛ ଆସି ପହଁଚି ଯାଉଛନ୍ତି ।

ଦେଖନ୍ତୁ ଏହି ଭିଡିଓ:

ଛୁଆଟି ଖଟ ଉପରୁ ଏମିତି ପହଁଚିଲା ସ୍ବିଚ୍ ବୋର୍ଡ ପର୍ଯ୍ଯନ୍ତ:

ଛୁଆଟିର ଏହି କ୍ଯୁଟ୍ ଭିଡିଓକୁ ବହୁତ ପସନ୍ଦ କରାଯାଉଛି । ଏହି ଭିଡିଓରେ ଛୁଆଟି ବେଡ ଉପରେ ଚଢି ଇଲୋକଟ୍ରୋନିକ୍ ବୋଡ ଯାଏଁ ପହଁଚିବାକୁ ଚେଷ୍ଟା କରୁଛି ।

ଦେଖନ୍ତୁ ଏହି ଭିଡିଓ :

child

ଏହାସହ ପଢନ୍ତୁ:

ପବଜି ରେ ଖେଳାଳି ଜଣଙ୍କ ଏପରି ଉଡାଇଲେ ଶତ୍ରୁକୁ:

ଭାରତରେ ପବଜୀ ବହୁତ ପପୁଲାର ଅଟେ । ଟିକଟାକ୍ ରେ ଏହି ଗେମର ଗୋଟେ ସିନ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଖେଳାଳି ଜଣଙ୍କ ଶତ୍ରୁକୁ ଦୁରରୁ ସୁଟ୍ କରୁଛନ୍ତି ।

ଦେଖନ୍ତୁ ଏହି ଭିଡିଓ :

ପ୍ରାଡା ସଙ୍ଗରେ ଝିଅଟିର ସାନଦାର ଲିପସିଙ୍ଗ୍:

ଆଲିଆ ଭଟ୍ଟଙ୍କ ପପୁଲାର ସଙ୍ଗ ପ୍ରାଡା ରେ ଟିକଟକ୍ ଛାଇ ଯାଇଛି । ଏହି ଗୀତରେ ଝିଅଟି ଖୁବ୍ ଆକର୍ଷଣୀୟ ଲିପସିଙ୍ଗ କରୁଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ:

girl

ୟୁଜର୍ସ କହିଲେ କେମିତି ହଟାଇବେ ହାତରୁ ଟ୍ଯାନିଙ୍ଗ:

ବ୍ଯୁଟି ଏବଂ ହେଲଥ୍ ସହିତ ଜଡିତ ଭିଡିଓ ଟିକଟକରେ ଭାଇରାଲ ହୋଇଥାଏ । ଏମିତିରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଟ୍ଯାନିଙ୍ଗ ହଟାଇବାର ପ୍ରକ୍ରିୟା କୁହାଯାଉଛି । ଯାହାକୁ ଖୁବ୍ ଲାଇକ୍ ମିଳୁଛି ।

ଦେଖନ୍ତୁ ଭିଡିଓ:

ମା ହେବାର ଫିଲିଙ୍ଗକୁ କାଗଜରେ କଲେ ଚିତ୍ରଣ:  

ମା କୋଳରୁ କିପରି ଛୁଆକୁ ଡାକ୍ତର ମାନେ ଅଲଗା କରିଥାନ୍ତି କାଗଜରେ ଚିତ୍ର କରି ଏହି ଟିକଟକ୍ ୟୁଜର୍ସ ଜଣଙ୍କ ଖୁବ୍ ସୁନ୍ଦରତା ସହିତ ପରିପ୍ରକାଶ କରିଛନ୍ତି । ଯାହା ଖୁବ୍ ଭାଇରାଲ ହେଉଛି ।

ଦେଖନ୍ତୁ ଭିଡିଓ:

କଭି ଖୁସି କଭି ଗମ୍ ଫିଲ୍ମ ଗୀତରେ ଝିଅଟିର କ୍ଯୁଟ ଏକ୍ସପ୍ରେସନ୍ : କଭି ଖୁସି କଭି ଗମ୍ ଫିଲ୍ମର ଗୀତ ଦିୱାନା ହେ ଦେଖୋ ଗୀତରେ ଝିଅଟି କ୍ଯୁଟ୍ ଏକ୍ସପ୍ରେସନ୍ ଦେଉଥିବାର ଦେଖିବାକୁ ମିଳୁଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.