Below header

ଅଭିନେତା ନୁହେଁ ବରଂ ଏହି କ୍ରିକେଟର କରନ୍ତି କାଜଲ ଅଗ୍ରୱାଲଙ୍କ ଦିଲରେ ରାଜ୍, ନାଁ ଜାଣିବା ପରେ ଆପଣମାନେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ସୁନ୍ଦରତା ପାଇଁ ତାଙ୍କର ଲକ୍ଷ ଲକ୍ଷ ଦିୱାନା ରହିଛନ୍ତି। ସାଉଥର ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରେ କାଜଲଙ୍କ ନାଁ ମଧ୍ୟ ରହିଛି। ଲୋକମାନଙ୍କ ମନରେ ଯାଗା କିଣିପାରିଥିବା କାଜଲଙ୍କ ମନରେ କଣ ରହିଛି, ତାହା ବର୍ତ୍ତମାନ ଶୁଣିବାକୁ ମିଳିଛି।

kajal_agarwalଆପଣମାନେ ଏହି କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ କି କାଜଲ ଅଗ୍ରୱାଲଙ୍କ ମନରେ କୌଣସି ଆକ୍ଟର ରାଜ କରୁନାହାଁନ୍ତି ବରଂ ସେ ଏକ ଭାରତୀୟ କ୍ରିକେଟଙ୍କର ଦିୱାନୀ ହୋଇଛନ୍ତି। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା।

kajalବର୍ତ୍ତମାନ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କାଜଲ ଅଗ୍ରୱାଲ। ତାଙ୍କ ନାଁରେ ହିଁ ସାଉଥ୍ ଫିଲ୍ମ ହିଟ୍ ହୋଇଥାଏ। ସେହିପରି ବଲିଉଡର କିଛି ଫିଲ୍ମରେ ମଧ୍ୟ କାଜଲ ଅଭିନୟ କରିଛନ୍ତି। ସାଉଥ୍ ଫିଲ୍ମ ‘ମଗଧୀରା’ ବକ୍ସ ଅଫିସରେ ସବୁଠାରୁ ଅଧିକ ହିଟ୍ ହୋଇପାରିଥିଲା। ଏଥିସହ କାଜଲ ବଲିଉଡରେ ସିଙ୍ଘମ, ସ୍ପେଶାଲ ୨୬ ଏବଂ ଦୋ ଲଫ୍ଜୋ କି କାହାନି ଭଳି କିଛି ଫିଲ୍ମରେ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.