Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ଶୁଭ ବେଳା ଆସିବା ସହ ସେନା ଏବଂ ସୁରକ୍ଷା ବିଭାଗରେ ଥିବା ବ୍ଯକ୍ତି ସଫଳ ହେବେ। ସମସ୍ତ କାର୍ଯ୍ଯରେ ସଫଳତା ଅର୍ଜନ କରିବେ। ଅଟକିଥିବା କାର୍ଯ୍ଯ ହେବ ପୁରା।

brushaବୃଷ :ପରିବାର ମଧ୍ୟରେ କଳହ ଦେଖାଦେଇପାରେ । ଯେତେ ସମ୍ଭବ କଳହରୁ  ନିଜକୁ ଦୂରେଇ ରଖିବାକୁ ଚେଷ୍ଠା କରନ୍ତୁ । ପତ୍ନୀଙ୍କ ସ୍ବାସ୍ଥ୍ଯବସ୍ଥା ଖରାପ ରହିପାରେ। ଯେକୌଣସି ସୁନ୍ଦର ବା ସୌଖିନ ବସ୍ତୁ ପାଇଁ ଆକର୍ଷିତ ହୋଇପାରନ୍ତି। କଳହର ପ୍ରତିକାର ପାଇଁ ପାଣିରେ ଦହି ମିଶାଇ ସ୍ନାନ କରନ୍ତୁ।

mithunaମିଥୁନ : ଦୁର୍ଘଟଣାର ସମ୍ବାବନା ରହିଛି ଏଣୁ ଯାନବାହନ ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ସନ୍ତାନ ସମ୍ବନ୍ଧୀୟ ଚିନ୍ତିତ ରହିପାରନ୍ତି। ତେବେ ରାତ୍ର ସମୟରେ ଶୁଭ ଖବର ପ୍ରାପ୍ତ ହେବ।

karkataକର୍କଟ : ଏହି ରାଶିର ବ୍ଯକ୍ତି କେତେବେଳେ ଖୁସି ରୁହନ୍ତି ତ କେତେବେଳେ କ୍ରୋଧିତ ହୋଇଯାଆନ୍ତ। ସବୁବେଳେ ସମାଜରେ ପ୍ରଶଂସିତ ହେବାକୁ ଚେଷ୍ଠା କରନ୍ତି ଏବଂ ହୁଅନ୍ତି ମଧ୍ୟ। ତରଳ ଏବଂ ଔଷଧ  ବ୍ଯବସାୟୀ ଲାଭବାନ ହେବେ। ସମସ୍ତ କ୍ଷେତ୍ରରୁ ସଫଳତା ହାସଲ କରିବେ।

singhaସିଂହ : ରାଜକୀୟ ଲାଭ କରିବେ। ମିଡ଼ିଆ,ଟେଲିକମ୍ଯୁନିକେସନ୍ ଏବଂ ଡ଼ାକ ବିଭାଗରେ ସୁସମ୍ବାଦ ମିଳିବ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତୀର୍ଣ୍ଣ ହେବେ। ସୁଫଳ ପାଇଁ କମଳା ରଙ୍ଗ ପରିଧାନ କରନ୍ତୁ।

kanyaକନ୍ୟା : ରାଜଯୋଗର ସମ୍ବାବନା ରହିଛି। ପ୍ରତିଧ୍ବନିତ ହେବେ । ନିଜର ଦ୍ବିଧା ଏବଂ ବାଦ ସ୍ବଭାବକୁ ତ୍ଯାଗ କରିବା ଦ୍ବାରା ଆଜିର ଦିନଟି ତାଙ୍କ ପାଇଁ ମଙ୍ଗଳମୟ ରହିବ।

tulaaତୁଳା : ନ୍ଯାୟ ବିଭାଗରେ କାର୍ଯ୍ଯରତ ଥିଲେ ବଡ଼ ସଫଳତା ମିଳିବ। ଯେତେ ପ୍ରକାରର ବାଧାବିଘ୍ନକୁ ଦୂର ହେବ। ସମସ୍ତ ପରିସ୍ଥିତିର ସମ୍ମୁଖିନ କରିବାର ଉପାୟ ମିଳିବ।

bichhaବିଛା : ପ୍ରତିଦ୍ବନ୍ଦିତା ମୂଳକ ପରୀକ୍ଷାରେ ସୁଫଳ ପାଇବେ। ଭାତୃ  ପ୍ରେମ ବଢ଼ିବା ସହ ଜମିବାଡ଼ିକୁ ନେଇ ଚାଲିଥିବା କଳହ ଶେଷ ହେବ।

dhanuଧନୁ : ଯେକୌଣସି ଇଛା ପୂରଣ ହେବ। ସମସ୍ତ ବାଧାବିଘ୍ନର ସମାଧାନ ଘଟିବ। ବହୁ ଦିନର ଇଛା ପୂରଣ ହେବ।

makaraମକର : ଶୁଭ ସମାଚାର ପାଇବେ। ବ୍‌ଥା ଭ୍ରମଣ ସହ ଅଶାନ୍ତି ସ୍‌ଷ୍ଟି ହେବ । ଶୁଭ ପଳ ପରେ ମଧ୍ୟ ମନରେ ଅଶାନ୍ତି ଲାଗିରହିବ।

kumbhaକୁମ୍ଭ : ସଫଳତା ମିଳିବା । ସମସ୍ତ କ୍ଷେତ୍ରରେ ସଫଳତା ପାଇପାରିବେ। ପରିବାର ସହ ସନ୍ତାନ ମଧ୍ୟ ସମସ୍ତ କ୍ଷେତ୍ରରେ ସପଳତା ପାଇବେ। ଶନିଙ୍କ ମନ୍ତ୍ର ପଢ଼ିବା ଦ୍ବାରା ସମସ୍ତ ବାଧାବିଘ୍ନ ଦୂର ହେବ।

minaମୀନ : ଗୁପ୍ତ ବିଦ୍ଯା ବା ଧନର ଅଧିକାରୀ ହୋଇପାରନ୍ତି। ପାରିବାରିକ ଏବଂ ଦାମ୍ପତ୍ଯ ଜୀବନରେ ଅସୁବିଧା ଦେଖାଦେବ। ମନରେ ଅଶାନ୍ତି ଲାଗି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.