Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ମହିଳାଙ୍କ ପାଇଁ ଦିନଟି ଭଲ ନାହିଁ। ସମ୍ବନ୍ଧୀୟ ସମସ୍ତ ଅସୁବିଧାର ସମାଧାନ ହେବ। କିଛି ପୋକଜୋକ କାମୁଡ଼ାର ଶିକାର ହୋଇପାରନ୍ତି।

https://www.youtube.com/watch?v=nytpfNbfAVA

ବୃଷ : ସମସ୍ତ କ୍ଷେତ୍ରରେ ବିକାଶ କରିବେ। ପଦପଦବୀରେ ଉତ୍ତୀର୍ଣ୍ଣ କରିବେ।

https://www.youtube.com/watch?v=Nwi2A-oQiTI

ମିଥୁନ ଦାମ୍ପତ୍ଯ ଜୀବନରେ ବିଫଳତା ଦେଖାଯାଇପାରେ। ଦାନପୂଣ୍ଯ କରନ୍ତୁ। ପତ୍ନୀଙ୍କ ଶରୀର  ଅସୁସ୍ଥ ରହିପାରେ।

https://www.youtube.com/watch?v=zwK3x6iLXA4

କର୍କଟ :  ଶରୀରରେ ଆଘାତ ହୋଇପାରେ। ଯାନବାହନ ଚଳାଚଳ ସମୟରେ ସଜାଗ ରୁହନ୍ତୁ। ଚୋରିର ସମ୍ବାବନା ରହିଛି।

https://www.youtube.com/watch?v=LQXvaynXtVk

ସିଂହମାନସମ୍ନାନ ମିଳିବା ସହ ଶୁଭ ଫଳ ପାଇବେ। ପରିବାର ସହ ଭଳରେ ସମୟ ବିତିବ। ଉଚ୍ଚଅଭିଳାଶି ହେବେ।

https://www.youtube.com/watch?v=OHgOgaqn79c

କନ୍ଯାଯେଉଁମାନଙ୍କର ଗ୍ୟାସ୍ଟ୍ରିକ ସମସ୍ୟା ଅଛି ମସଲାଯୁକ୍ତ ଖାଦ୍ୟରୁ ଦୁରେଇ ରୁହନ୍ତୁ ।

https://www.youtube.com/watch?v=RZfUjm5pRs0

ତୁଳାସନ୍ତାନ ସୁଖ ପ୍ରାପ୍ତି ହେବ। ବ୍ଯାକୁଳିତ ଥିବା ଜିନିଷ ପ୍ରାପ୍ତ ହେବ। ପରିବାରରେ ଉଲ୍ଲସୀତ ବାତାବରଣ ରହିବ।

https://www.youtube.com/watch?v=SBTwl5wx6gI

ବିଛାପିତ୍‌ ସେବା ଲାଭ ହେବ। ଗବେଷଣା କ୍ଷେତ୍ରରେ ସଫଳତା ମିଳିବ।

https://www.youtube.com/watch?v=pB_6SPmGRjo

ଧନୁ: ବିଭିନ୍ନ କ୍ଷେତ୍ରରେ ସୁଯୋଗ ମିଳିବ। ପିଣ୍ଡଦାନ କରନ୍ତୁ ଶୁଭଫଳ ପ୍ରାପ୍ତ ହେବ।

https://www.youtube.com/watch?v=TDMDjtBWeXg

ମକରସ୍ବାସ୍ଥ୍ଯା ଜନିତ ସମସ୍ଯା ଦେଖାଦେଇପାରେ।

https://www.youtube.com/watch?v=dJxPsrYCYfM

କୁମ୍ଭକନ୍ଯା ଦୋଷରୁ ମୁକ୍ତି ମିଳିବ। ଜାତକ ଦୋଷ ନିବାରଣ ହେବ । ଦିନଟି ଭଲ ଯିବ।

https://www.youtube.com/watch?v=7FvTqMjzBi8

ମୀନ :ରାଜଯୋଗ ରହିଛି । ସ୍ବାସ୍ଥ୍ଯଗତ ସମସ୍ଯା ଦେଖାଦେଇପାରେ। କୌଣସି ପ୍ରକାର ପ୍ରୀଡ଼ାରୁ ମୁକ୍ତି ପାଇଁ ବ୍‌ହସ୍ପତିଙ୍କ ମନ୍ତ୍ର ଜାପ କରନ୍ତୁ।

https://www.youtube.com/watch?v=6M-dYxVyA4s

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.