ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ସୁସ୍ୱାଦୁ ଭୋଜନ କରିବେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

brushaବୃଷ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଶରୀର ଅସୁସ୍ଥ ରହିପାରେ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

mithunaମିଥୁନ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସନ୍ତାନକୁ ନେଇ ଚିନ୍ତାବୃଦ୍ଧି ହେବ ।

karkataକର୍କଟ : ବନ୍ଧୁମିଳନ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ ।

singhaସିଂହ : ପେଟ ଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ଭ୍ରମଣ ଯୋଗ ରହିଛି ।

kanyaକନ୍ୟା : ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।

tulaaତୁଳା : କୁଟୁମ୍ବରେ ଆନନ୍ଦ ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆଜି ସମ୍ମାନିତ ହୋଇପାରନ୍ତି ।

bichhaବିଛା : କର୍ମକ୍ଷେତ୍ରରେ ସଫଳତା ପାଇବେ । ମାନସମ୍ମାନ ପ୍ରାପ୍ତି ହେବ । ସୁସ୍ୱାଦୁ ଭୋଜନ କରିବେ । ଦୂରଯାତ୍ରା କରିପାରନ୍ତି ।

dhanuଧନୁ : ଦାମ୍ପତ୍ୟ ଜୀବନରେ ଖୁସି ଦେଖା ଦେବ । ଖର୍ଚ୍ଚ ବଢ଼ିବ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।

makaraମକର : ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

kumbhaକୁମ୍ଭ : ପରିବାରରେ ଅଶାନ୍ତି ଦେଖାଦେବ । ମାନ ସମ୍ମାନ ପ୍ରାପ୍ତି ହେବ । ମାନସିକ ଅଶାନ୍ତି ଭୋଗ କରିବେ ।

minaମୀନ : ପରିବାରରେ ମନ ମିଳାଇ ଚଳନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । କ୍ରୋଧ ଆୟତ୍ତରେ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.