Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ : ଆଜି ଆପଣ ନିଜ କାର୍ଯ୍ୟାଳୟ କିମ୍ବା ଘରେ ନାରାଜ ହୋଇଥିବା ବ୍ୟକ୍ତିଙ୍କୁ ନିଜର ଚତୁରତା ଦ୍ବାରା ବୁଝାଇପାରିବେ। ଯଦି ଆପଣଙ୍କୁ କେହି ଖରାପ ବ୍ୟବହାର କରନ୍ତି ତେବେ ଆପଣ ନମ୍ରତାର ସହ ବ୍ୟବହାର କରନ୍ତୁ। ଏପରି କରିବା ଦ୍ବାରା ପରିସ୍ଥିତି ଠିକ୍ ରହିବ।

brushaବୃଷ : ଆଜି ଆପଣଙ୍କ ସରକାରୀ ସମ୍ବନ୍ଧିତ ଅଯକି ଥିବା କାମ ପୂରଣ ହୋଇଯିବ। ଯେଉଁ ସଂସ୍ଥାରେ ଆପଣଙ୍କ କାମ ଉପରେ ଧ୍ୟାନ ଦିଆଯାଉନଥିଲା ବର୍ତ୍ତମାନ ଠାରୁ ସେହି ସଂସ୍ଥା ଆପଣଙ୍କ କାମରେ ଧ୍ୟାନ ଦେବ। ଏହି ଭଳ ସମୟରେ ଆପଣ ନିଜ କାମ ପୂରା କରନ୍ତୁ।

mithunaମିଥୁନ : ଆଜି ଆପଣ ନିଜ ବକ୍ତବ୍ୟରେ ସଂଯମତା ରକ୍ଷା କରନ୍ତୁ। କାହାକୁ କଣ କହୁଚନ୍ତି ସେତିପ୍ରତି ଧ୍ୟାନ ରଖନ୍ତୁ। ଆପଣଙ୍କ କଥାକୁ ଆପଣଙ୍କ ବିରୋଧରେ କୁହାଯାଇପାରେ। ଭଲ ହେବ ଆପଣ ଏହି ସବୁଠାରୁ ଦୂରେଇ ରୁହନ୍ତୁ।

karkataକର୍କଟ : ଆଜି ଆପଣ ସାମାନ୍ୟ ଚିନ୍ତିତ ରହିପାରନ୍ତି। ଆପଣଙ୍କ ଆଖ-ପାକରେ ଥିବା ଲୋକମାନେ ଆପଣଙ୍କ ଉପରେ ରାଗତବାର ସମ୍ଭାବନା ରହିଛି।
singhaସିଂହ : ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ। ଯଦି ଆପଣଙ୍କୁ କାର୍ଯ୍ୟାଳୟରେ କୌଣସି ଅସୁବିଧା ହେଉଛି ତେବେ ନିଜ ଅଧିକାରୀଙ୍କୁ ଏହି କଥା ଜଣାନ୍ତୁ।

 

kanyaକନ୍ୟା : ଆପଣ ନିଜ ପରିଚୟ ବଳରେ ବ୍ୟବସାୟ ଏବଂ ସାମାଜିକ ଜୀବନରେ ସଫଳତା ଫାଇପାରିବେ। ଏହି ସ୍ବଭାବକୁ ଜୀବନରେ ସର୍ବଦା ଜାରି ରଖନ୍ତୁ।

tulaaତୁଳା : ଉଚ୍ଚଅଧିକାରୀମାନେ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ। ନିଜର ଜରୁରୀ ପ୍ରମାଣ ପତ୍ର ଦାୟିତ୍ବରେ ରଖନ୍ତୁ।

bichhaବିଛା : ଆଜି ଆପଣ ବହୁତ ଦିନ ଧରି ଅଟକି ରହିଥିବା କାମ ପୁରା କରିବେ। ଆଜି ଆପଣଙ୍କ ସମସ୍ତ ସମସ୍ୟା ଏବଂ ଚିନ୍ତା ଦୂର ହୋଇଯିବ।

dhanuଧନୁ : ଆପଣଙ୍କ ପାଇଁ ବାଧା ବନି ରହୁଥିବା ବ୍ୟକ୍ତି ଆଜି ଆପଣଙ୍କ ସାହାଯ୍ୟରେ ଆସିପାରନ୍ତି। ଯାହାଫଳରେ ଆପଣ ଅତି ସହଜରେ ନିଜ କାମ କରିପାରିବେ।

makaraମକର : ଲୋକମାନଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ୍ ଗଭୀର ରହିବ। ଆଜି ଆପଣଙ୍କୁ କୌଣସି ବ୍ୟକ୍ତି ସାହାଯ୍ୟ କରିପାରନ୍ତି।

kumbhaକୁମ୍ଭ : ଆଜି ଆପଣଙ୍କ ରାସ୍ତାରେ ବାଧା ଆସିପାରେ କିନ୍ତୁ ଆପଣ ନିଜ ଜିଦ୍ ରେ ଆଗକୁ ବଢିଚାଲନ୍ତୁ। ଖୁବ୍ ଶୀଘ୍ର ଏହି ସମୟ ଚାଲିଯିବ। କିନ୍ତୁ ନିଜଲକ୍ଷ୍ୟକୁ ହାସଳ କରିବାର ଆଶା ଛାଡନ୍ତୁ ନାହିଁ।

minaମୀନ : ଆପଣ କୂଟନୀତିରୁ ଦୂରେଇ ରୁହନ୍ତୁ। ଆପଣ ଅନ୍ୟମାନଙ୍କୁ ନିଜକଥା ବୁଝାଇବାରେ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.