Below header

ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ୟ !

mesha

ମେଷ : ଯଦି କର୍ମକ୍ଷେତ୍ରରେ କାହାକୁ ଠକିଥିବେ ଆଜି ଧରାପଡିଯିବ । ଜମିଜମା ଏବଂ ଗାଡିକୁ ନେଇ କିଛି କଷ୍ଟ ପାଇପାରନ୍ତି । ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ହଳଦିଆ ।

brushaବୃଷ : ଅର୍ଥାଗମ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ପାଇପାରନ୍ତି । ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଧଳା ।

mithunaମିଥୁନ : ଦୂର ଯାତ୍ରା କରିପାରନ୍ତି । ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ବାଇଗଣୀ ।

karkataକର୍କଟ : ଦୂର ଯାତ୍ରା କରୁଥିଲେ ସତର୍କ ରୁହନ୍ତୁ । ଶାରୀରିକ ଏବଂ ମାନସିକ କଷ୍ଟ ପାଇପାରନ୍ତି । ଗୁପ୍ତ ଧନ ପାଇପାରନ୍ତି । ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ଧଳା ।

singhaସିଂହ : ସୂର‌୍ୟ୍ୟାସ୍ତ ପରେ ଜୀବନସାଥୀଙ୍କ ସହ ଝଗଡା ହୋଇପାରେ । ବ୍ୟବସାୟରେ ଲାଭବାନ୍ ହେବେ । ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ସବୁଜ ।

kanyaକନ୍ୟା : ସନ୍ତାନଠୁ ଖୁସି ପାଇବେ । ପୁରୁଣା ଶତ୍ରୁ, ପୁରୁଣା ବିବାଦ ଏବଂ ପୁରୁଣା କଥା ସାମ୍ନାକୁ ଆସିପାରେ । ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ବାଇଗଣୀ ।

tulaaତୁଳା : ଧନପ୍ରାପ୍ତି ହେବ । ଦୀର୍ଘ ଦିନ ଧରି ଅଟକିଥିବା କାମରେ ଆଜି ସଫଳତା ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିଛି । ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ଗୋଲାପୀ ।

bichhaବିଛା : କାମ ଅଧୁରା ରହିପାରେ । ଜମିଜମା ବିବାଦରେ ଫସି ପାରନ୍ତି । ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଲାଲ୍ ।

dhanuଧନୁ : ପାଦରେ ଆଘାତ ଲାଗିପାରେ । ଅଧିକ ବେଗରେ ଗାଡି ଚଳାନ୍ତୁ ନାହିଁ । ପରିବାରରେ ଭଲରେ ସମୟ କଟିବ । ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ଗୋଲାପୀ ।

makaraମକର : ପରିବାରର କେହି ଆଜି ବାହାରକୁ ଯାଇପାରନ୍ତି । ଚିନ୍ତଗ୍ରସ୍ତ ରହିବେ । ଶୁଭ ସଂଖ୍ୟା ୧ ଏବଂ ଶୁଭ ରଙ୍ଗ ଧଳା ।

kumbhaକୁମ୍ଭ : କଡା କଥା କାହାକୁ କହିବେନି । ସାବଧାନତାର ସହ ରାସ୍ତା ପାର ହୁଅନ୍ତୁ । ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ହଳଦିଆ ।

minaମୀନ : ବହୁତ ଖର୍ଚ୍ଚାନ୍ତ ହୋଇପାରନ୍ତି । ତେବେ ଖର୍ଚ୍ଚ କରିସାରିବେ ପରେ ଅନୁତାପ କରିପାରନ୍ତି । ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ହଳଦିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.