ଜାଣନ୍ତୁ କେମିତି କଟିବ ଆଜିର ଦିନ

mesha

ମେଷ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆଜି ଆପଣ ବାହାରକୁ ବୁଲିବାକୁ ଯାଇପାରନ୍ତି। ନୂଆ ସାଙ୍ଗ କରିବେ।

brushaବୃଷ : ବିଦେଶ ଯାତ୍ରା ସଫଳ ହେବ । ପରିବାରର ସହଯୋଗ ମିଳିବ । ପରାକ୍ରମ କ୍ଷେତ୍ରରେ ବିଜୟ ଲାଭ କରିବେ ।

mithunaମିଥୁନ : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଶରୀର ଅସୁସ୍ଥ ରହିବ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।

karkataକର୍କଟ : କୌଣସି କାମରେ ଆପଣ ସଫଳତା ପାଇପାରିବେ। ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ। ଚାକିରୀ କ୍ଷେତ୍ରରେ ଲାଭ ପାଇବେ।

singhaସିଂହ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ସ୍ଥିରମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

kanyaକନ୍ୟା : ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ ।

tulaaତୁଳା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମାତାଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

bichhaବିଛା : ଭାବିଚିନ୍ତି ଧନ ନିବେଶ କରନ୍ତୁ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ ।

dhanuଧନୁ : ଧନଲାଭ ଯୋଗ ରହିଛି । ପରିବାରରେ ମନ ମିଳାଇ ଚଳନ୍ତୁ । ପୁରୁଣା କଥାକୁ ନେଇ ଚିନ୍ତିତ ହେବେ ।

makaraମକର : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ ।

kumbhaକୁମ୍ଭ : କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

 

minaମୀନ : ଆପଣଙ୍କ ମଧୁର ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ। ଧ୍ୟାନ ରଖନ୍ତୁ ଏହି ପରିବର୍ତ୍ତନ କେବଳ ବାହାରୁ ନୁହେଁ ଭିତରୁ ହେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.