Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ଅଜି ଦିନଟି ଭଲରେ ବିତିବ। ଅଟକିଥିବା ଅର୍ଥ ପ୍ରାପ୍ତ ହେବ। ମନ ଆନନ୍ଦ ରହିବ।

https://www.youtube.com/watch?v=OJqa7ppNlxQ

ବୃଷ :  ସନ୍ତାନ ଚିନ୍ତା ଲାଗି ରହିବ। ପିତାଙ୍କ ସ୍ବାସ୍ଥ୍ଯା ସମ୍ବନ୍ଧୀୟ ସମସ୍ଯା ଦେଖାଦେଇପାରେ।

https://www.youtube.com/watch?v=ldxmPFC5VtM

ମିଥୁନ : ପରିବାରେ କିଛି କଳହ ଦେଖାଯାଇପରେ। ଯାନବାହାନ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ।

https://www.youtube.com/watch?v=ScLXafPtP9U

କର୍କଟ : ମୋଟ ଉପରେ ଭଲ ରହିବ। ପରିବାରକି କଳହର ଅନ୍ତ ଘଟିବ। ମର୍କେଟିଂରେ କାମ କରୁଥିବା ବ୍ଯକ୍ତିଙ୍କ ପାଇଁ ଦିନଟି ଶୁଭ।

https://www.youtube.com/watch?v=XiJOCUzN17w

ସିଂହ :ଦିନଟି ଭଳରେ ବିତିବ। କୌଣସି ପ୍ରକାରର ଉତ୍ସବରେ ଯୋଗ ଦେଇପାରନ୍ତି। କୌଣସି କ୍ଷେତ୍ରରେ ପ୍ରଶଂସିତ ହେବେ।

https://www.youtube.com/watch?v=Yc7OHaLODjo

କନ୍ୟା : ଦିନଟି ଭଲରେ ବିତିବ। ଦୂରଦେଶରେ ରହୁଥିବା ବ୍ଯକ୍ତିଙ୍କୁ ଶୁଭଫଳ ମିଳିବ। ଅର୍ଥପ୍ରାପ୍ତି କରିପାରନ୍ତି।

https://www.youtube.com/watch?v=4v1Vz0TJhDc

ତୁଳା : ଅଧିକ କ୍ରିୟାଶୀଳ ହେବେ। ସମସ୍ତ କାର୍ଯ୍ଯରେ ପ୍ରଶଂସା ପାଇବେ। କୌଣସି ପ୍ରକାରର ଉତ୍ସବରେ ଭାଗ ନେଇପାରନ୍ତି।

https://www.youtube.com/watch?v=DRnEaO_8tXo

ବିଛା : ମନରେ ଚଞ୍ଚଳତା ଦେଖାଦେବ। ଚୋରୀର ସମ୍ବାବନା ରହିଛି। ପାଣିଠାରୁ ଦୂରେଇ ରୁହନ୍ତୁ।

https://www.youtube.com/watch?v=BVtIcvsmE4U

ଧନୁ : ଦିନଟି ମଧ୍ୟମ ଧରଣର ରହିବ। ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। କିଛି କ୍ଷେତ୍ରରେ ମାନ୍ଦା ପରିସ୍ଥିତି ଦେଖାଦେଇପାରେ।

https://www.youtube.com/watch?v=4M9tl3k6TxY

ମକର : ଦିନଟି ଅତି ଶୁଭ। କାର୍ଯ୍ଯଳୟରେ ଆଦରଣୀୟ ଏବଂ ପ୍ରଶଂସନୀୟ ହେବେ। ଉନ୍ନତି ମିଳିପାରେ । ଅଟକିଥିବା ଅର୍ଥ ମିଳିବ।

https://www.youtube.com/watch?v=1SNdn346j0k

କୁମ୍ଭ : ଦିନଟି ବହୁତ ଭଲରେ ବିତିବ। ଗମନାଗମନ ସମୟରେ ସତର୍କ ରୁହନ୍ତୁ। ବାଣୀ ନିୟନ୍ତ୍ରଣ କରନ୍ତୁ ଅଥବା ଅସୁବିଧାର ସମ୍ମୁଖିନ କରିବେ।

https://www.youtube.com/watch?v=0FRJZUqiur4

ମୀନ :ଅଜି ସବୁପ୍ରକାରର ଶୁଭ ଫଳ ମିଳିବ। ବନ୍ଧୁ ମିଳନ ହୋଇପାରେ। ସମସ୍ତ କ୍ଷେତ୍ରରେ ପ୍ରଶଂସତ ହେବେ।

https://www.youtube.com/watch?v=GaU2pQgGeFg

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.