ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ୟ !

mesha

ମେଷ : ମନ ଆୟତ୍ତରେ ରଖନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବିଦେଶ ଯାତ୍ରା ଅସଫଳ ହେବ ।

brushaବୃଷ : ବିଦ୍ୟାର୍ଥୀ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉନ୍ନତି ସହ ମାନସମ୍ମାନ ପ୍ରାପ୍ତି ହେବ । ଗାଡ଼ି ଚଳାଇବା ସମୟରେ ସାବଧାନ ରହନ୍ତୁ ।

mithunaମିଥୁନ : ସ୍ଥିର ମନରେ କାର୍ଯ୍ୟ କରନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ମାନସିକ ଅଶାନ୍ତି ଭୋଗିବେ ।

karkataକର୍କଟ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଭାବିଚିନ୍ତି ଧନ ନିବେଶ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

singhaସିଂହ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଗୁରୁଜନଙ୍କ ସହଯୋଗ ମିଳିବ ।

kanyaକନ୍ୟା : ଧନ ଲାଭ ହେବ । ପାରିବାରିକ ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

tulaaତୁଳା : ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ପରିବାରିକ ସମସ୍ୟା ଦେଖାଦେବ । ବନ୍ଧୁ ମିଳନ ଯୋଗ ରହିଛି ।

bichhaବିଛା : ପରିବାରରେ ଅଶାନ୍ତି ଦେଖା ଦେଇପାରେ । ଭ୍ରମଣ ଯୋଗ ରହିଛି । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବୃଦ୍ଧି ହେବ ।

dhanuଧନୁ : ପରାକ୍ରମ କ୍ଷେତ୍ରରେ ବିଜୟ ଲାଭ କରିବେ । ମନକୁ ଆୟତ୍ତରେ ରଖନ୍ତୁ । ଦିନଟି ଭଲରେ କଟିବ ।

makaraମକର : ଭ୍ରମଣ ଯୋଗ ରହିଛି । ସୁସ୍ୱାଦୁ ଭୋଜନ କରିବେ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

kumbhaକୁମ୍ଭ : ଗୁରୁଜନଙ୍କୁ ଆଦର କରନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ ।

minaମୀନ : ଧର୍ମକାର‌୍ୟ୍ୟରେ ଯୋଗ ଦେବେ । ସନ୍ତାନକୁ ନେଇ ଚିନ୍ତିତ ରହିବେ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.