Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଶୁଭ ଖବର ପାଇବେ । ପାରିବାରିକ ଜୀବନରେ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ ।

https://www.youtube.com/watch?v=pqQMuso368U

ବୃଷ : ମଧ୍ୟମ ଧରଣର ରହିବ ଦିନ । ଗୁରୁଜନ ମାନଙ୍କ ସହିତ କଥା ହେବା ସମୟରେ ସତର୍କ ରହିବେ

https://www.youtube.com/watch?v=c7O0sn0Nueo

ମିଥୁନ : ମନ ଚଂଚଳ ରହିବ ।

https://www.youtube.com/watch?v=CSVuqSBrgPY

କର୍କଟ :  ମନ ଉଦବିଗ୍ନ ରହିବ । ବାକ୍ ସଂଜମତା ରହିବ ନାହିଁ ।

https://www.youtube.com/watch?v=UxNrpnncMEo

ସିଂହ : ଆଜି ଦିନଟି ଖୁବ୍ ସୁଖରେ କଟିବ । ଅଳ୍ପ ଖର୍ଚ୍ଚାନ୍ତ ହୋଇପାରନ୍ତି ।

https://www.youtube.com/watch?v=3LiugwoxgDI

କନ୍ୟା : ସୁଖରେ କଟିବ ଦିନ । ଥଣ୍ଡା ଜନିତ ରୋଗରେ ପୀଡିତ ହୋଇପାରନ୍ତି ।

https://www.youtube.com/watch?v=z8sXsYRcgWI

ତୁଳା : ଭଲରେ କଟିବ ଦିନ । ନିଜର କଳା ଏବଂ ନୈପୁଣ୍ଯ ପ୍ରଦର୍ଶନ କରିବେ ।

https://www.youtube.com/watch?v=v6ZyAoErQ2k

ବିଛା : ଅଳ୍ପ କିଛି ଅସ୍ବଭାବିକ ପରିସ୍ଥିତ ସୃଷ୍ଟି  ହୋଇପାରେ ।

https://www.youtube.com/watch?v=IDbqHXAyNUg

ଧନୁ : ସ୍ଥାଣୁତା ଦେଖାଦେଇପାରେ ।

https://www.youtube.com/watch?v=GvY1MSZbVVQ

ମକର : ମନ ଟିକେ ଚଂଚଳ ରହିପାରେ । ଭଲ ଖବର ପାଇପାରନ୍ତି ।

https://www.youtube.com/watch?v=_KXD0U0tXmY

କୁମ୍ଭ : ପ୍ରେମିକ – ପ୍ରେମିକାଙ୍କ ମଧ୍ୟରେ ଅପ୍ରିତିକର ଏବଂ ଭୁଲ ବୁଝାମଣା  ସୃଷ୍ଟି  ହୋଇପାରେ

https://www.youtube.com/watch?v=-uaSMDBkzwg

ମୀନ :  ଆଜି ଦିନଟି ଭଲରେ କଟିପାରେ ।

https://www.youtube.com/watch?v=UzvM0ubVmEo

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.