Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ଏକ ପ୍ରକାର ଭଲରେ ବିତିବ। ସ୍ତ୍ରୀଙ୍କ ସ୍ବାସ୍ଥ୍ଯାକୁ ନେଇ ଚିନ୍ତିତ ରହିପାରନ୍ତି।

https://www.youtube.com/watch?v=Nmkb7YDLv_U

ବୃଷ :  ଆଜି ଦିନଟି ବହୁତ ଭଳ ବିତିବ। ପିତାଙ୍କ ସ୍ବାସ୍ଥ୍ଯା ନେଇ ଚିନ୍ତିତ ରହିବ। ସମସ୍ତ କାର୍ଯ୍ଯରେ ସଫଳ ହେଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇପାରନ୍ତି।

https://www.youtube.com/watch?v=ct7eefINVBA

ମିଥୁନ :ଶରୀରିକ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦିନଟି ଏତେତା ଭଲ ନାହିଁ।

https://www.youtube.com/watch?v=K_lB6G70Lic

କର୍କଟ : ଦିନଟି ଭଲ ବିତିବ। ପ୍ରଶଂସିତ ହୋଇପାରନ୍ତି। କୌଣସି କଥାରେ ଟିକେ ରାଗିପାରନ୍ତି।

https://www.youtube.com/watch?v=qAdnHvjgNhQ

ସିଂହ : ଶୁଭ ଫଳ ପାଇବେ। ବନ୍ଧୁ ମିଳିନ ହେବା ସହ ଅନେକ କ୍ଷେତ୍ରରେ ସୁଯୋଗ ମିଳିବ। ରାଜକୀୟ ଭାବେ ଦିନଟି ବିତିବ।

https://www.youtube.com/watch?v=BLUVefmVFCw

କନ୍ୟା : ଶୁଫଳ ମିଳିବ। ମନ ଚଞ୍ଚଳ ରହିବ। ଅଯଥା କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଶୀଘ୍ର କାମରେ ଭୁଲ କରିପାରନ୍ତି ।

https://www.youtube.com/watch?v=hPpXwCJH2sc

ତୁଳା : ଦିନଟି ମୋଟ ଉପରେ ଭଲରେ ବିତିବ। ସ୍ବାସ୍ଥ୍ଯଗତ ସମସ୍ଯା ଦେଖାଦେଇପାରେ।

https://www.youtube.com/watch?v=cP7yKLnnCy0

ବିଛା : ବ୍ଯୟର ମାତ୍ରା ବଢ଼ିପାରେ। ଖୁସିରେ ବିତିବ। ମନ ପ୍ରସନ୍ନ ରହିବ।

https://www.youtube.com/watch?v=i9qL-9hh6H4

ଧନୁ : ଦିନଟି ମଧ୍ୟମ ଧରଣର ବିତିବ। କିଛି ଯାତ୍ରା କରିବାକୁ ପଡ଼ିପାରେ। ଲାଭବାନ ହୋଇପାରନ୍ତି।

https://www.youtube.com/watch?v=sC2I5nDGeYA

ମକର : ଶୁଭଫଳ ପ୍ରାପ୍ତି ହେବ । ଶରୀରିକ ପୀଡ଼ା ଅନୁଭବ କରିବେ। ଯାନବାହାନ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

https://www.youtube.com/watch?v=U4dziehCxlA

କୁମ୍ଭ : ଦିନଟି ବହୁତ ଭଲରେ ବିତିବ। ଇଛା ନଥାଇ ଦାନ କରିପାରନ୍ତି। ଶରୀରରେ କିଛିଟା ଯନ୍ତ୍ରଣା ଅନୁଭବ କରିପାରନ୍ତି।

https://www.youtube.com/watch?v=hG-Q68UZA7M

ମୀନ : ଦିନଟି ଭଲରେ ବିତିବ। ମନ ଖୁସି ଏବଂ ଚଞ୍ଚଳ ରହିବ। ଗୁରୁମାନଙ୍କ ନିକଟରୁ ଆର୍ଶୀବାଦ ମିଳିବ।

https://www.youtube.com/watch?v=DzruCEj3T6E

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.