ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ : ପରିବାରରେ ମନ ମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । କୌଣସି ଧର୍ମକାର‌୍ୟ୍ୟରେ ଯୋଗ ଦେବେ ।

brushaବୃଷ : ଖର୍ଚ୍ଚ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

mithunaମିଥୁନ : ଶରୀର ଅସୁସ୍ଥ ରହିବ । ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ମାନ ସମ୍ମାନ ପ୍ରାପ୍ତି ହେବ ।

karkataକର୍କଟ : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବା ଭଲ । ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ।

singhaସିଂହ : ଆୟ ମଧ୍ୟମ ରହିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଛୋଟ ଛୋଟ କଥାରେ ବ୍ୟତିବ୍ୟସ୍ତତା ଦେଖାଦେବ ।

kanyaକନ୍ୟା : ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରର ସହଯୋଗ ମିଳିବ ।

tulaaତୁଳା : ଗୁରୁଜନଙ୍କ ସମ୍ମାନ କରନ୍ତୁ । ଦୂର ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।

bichhaବିଛା : କୁଟୁମ୍ବରେ ପୀଡ଼ା ଦେଖା ଦେଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

dhanuଧନୁ : ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଦେଖା ଦେଇପାରେ ।

makaraମକର : ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳତା ପାଇବେ ।

kumbhaକୁମ୍ଭ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

minaମୀନ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.