Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ଦିନଟି ମଙ୍ଗଳମୟ ଏବଂ ଶୁଭରେ ବିତିବ। ଦାମ୍ପତ୍ଯ ଜୀବନରେ ବିଛେଦ ଦେଖାଦେଇପାରେ। କୌଣସି କାରଣରୁ ସମ୍ପର୍କରେ ବାଧା ଦେଖାଦେଇପାରେ।

https://www.youtube.com/watch?v=RpQ-k3LtUoo

ବୃଷ :  ଦିନଟି ଭଲରେ ବିତିବ। ଶ୍ବଶୂର ଘରେ କିଛି ଅସୁବିଧା ଉପୁଜିପାରେ। ବିବାଦଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଠା କରନ୍ତୁ।

https://www.youtube.com/watch?v=SwA-Tlm9N_k

ମିଥୁନ : ଭଲ ଫଳ ମିଳିବ। ବ୍ଯବସାୟରେ ଥିବା ବ୍ଯକ୍ତି ଅଧିକ ଲାଭବାନ ହେବେ। କର୍ମକ୍ଷେତ୍ରରେ ଲାଭବାନ ହେବେ।

https://www.youtube.com/watch?v=RP7hKZCPxs0

କର୍କଟ : ସୁଖରେ ବିତିବ। କିଛି ଇଛା ପୂରଣ ହେବ। ଘର ବ୍ଯବହାର୍ଯ୍ଯ ଉପକରଣ କିଣିପାରନ୍ତି।

https://www.youtube.com/watch?v=Dz-L-wQbSX4

ସିଂହ : ଭଲ ଫଳ ମିଳିବ। କ୍ରୀଡ଼ା କ୍ଷେତ୍ରରେ ଥିବା ବ୍ଯକ୍ତି ଉତୀର୍ଣ୍ଣ ହେବେ। ରାଜକୀୟ ସମ୍ନାନ ମିଳିବ।

https://www.youtube.com/watch?v=hVj66crQX-8

କନ୍ୟା : ଅଧିକ ଖୁସି ଖବର ମିଳିବ। ମନ ଚଳଚଞ୍ଚଳ ରହିବ। କିଛି ଅଳଙ୍କାର ବା ପୋଷାକ ଖରିଦ କରିବେ।

https://www.youtube.com/watch?v=lswotELK9EQ

ତୁଳା : ପୂର୍ବ ଶତ୍‌ତା ଦୂର ହେବ। ରୋଗର ଉପଶମ ଘଟିବ। ମୋଟ ଉପରେ ଦିନଟି ଭଲରେ ବିତିବ।

https://www.youtube.com/watch?v=njPdAV9cOyg

ବିଛା : ଖୁସି ହେବେ। ଟିକେ କଳ୍ପନାବିଳାଶୀ ହେବେ। ଅନ୍ଯଙ୍କୁ ଅବମନାନା କରି କ୍ଷତିଗସ୍ତ ହେବେ।

https://www.youtube.com/watch?v=v-9mb15kF_Y

ଧନୁ : ଦିନଟି ଭଲରେ ବିତିବ। ପରିବାରେ ଖୁସିରେ ସମୟ ବିତିବ। ଖର୍ଚ୍ଚାନ୍ତ ହେବେ। ସମସ୍ତ କ୍ଷେତ୍ରରେ ଖୁସିର ମାହୋଲ୍ଲ ରହିବ।

https://www.youtube.com/watch?v=zD7DHl3lLaI

ମକର :  ଦିନଟି ଅତି ଆନନ୍ଦରେ ବିତିବ।ପଦନ୍ନତି ମିଳିବ। ସମସ୍ତ କ୍ଷେତ୍ରରେ ପ୍ରଶଂସିତ ହେବେ।

https://www.youtube.com/watch?v=FPSa1_Q2iVw

କୁମ୍ଭ : ସର୍ବାଧିକ ଖୁସି ହେବେ। ଅନେକ ଦିଗରୁ ଅର୍ଥା ମିଳିବ। ଭବିଷ୍ଯତ ପାଇଁ ଯୋଜନା କରିପାରନ୍ତି। ଶାରୀରିକ ପୀଡ଼ା ଦେଖାଦେଇପାରେ।

https://www.youtube.com/watch?v=ykTeJp8Wxew

ମୀନ : ଅନେକ ଦିଗରୁ ସୁଯୋଗ ମିଳିବ। ଶାରୀରିକ ପୀଡ଼ା ଦେଖାଦେଇପାରେ। ପାଣି ଠାରୁ ଦୂରେଇ ରୁହନ୍ତୁ।

https://www.youtube.com/watch?v=p3iZFDtgWm4

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.